Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Bjp
National
Bihar
India
जनसमस्या
चुनाव
बीजेपी
भाजपा
Congress
Modi
Delhi
Viral
Up
Iyc
Bollywood
Patna
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Pmmodi
Ahmedabad
Rahulgandhi
यूपी
asmitakhabar
#ଏସି_ଲୋଡ୍_ହୋଇଯିବାରୁ_ଟ୍ରାଫରମର_ଭ୍ରଷ୍ଟ ସନ୍ଧ୍ୟାରେ ଚଣ୍ଡିଖୋଲରେ ଘଟିଛି ଏକ ଅଭାବନୀୟ ଘଟଣା। ରଜ ଭିଡ଼ରେ ଆତଙ୍କିତ ହୋଇପଡିଲେ ଜନସାଧାରଣ। #Eletry #Electricdepartment #Nesco #Tpcodl #Naulpureletrydepartment #chandikhol #Firedepartmentchandikhol #ASMITAKHABAR
Jajapur, Jajpur
| Jun 13, 2026
#ଏସି_ଲୋଡ୍_ହୋଇଯିବାରୁ_ଟ୍ରାଫରମର_ଭ୍ରଷ୍ଟ
#eletry
#electricdepartment
#nesco
#tpcodl
#naulpureletrydepartment
#chandikhol
#firedepartmentchandikhol
#asmitakhabar
MORE NEWS
#ଗୋଦାବରୀଶ_ମିଶ୍ର_ଆଦର୍ଶ_ବିଦ୍ୟାଳୟର_ଶୁଭ_ଶିଳାନ୍ୟାସ #GodabarishMishraAdarshaVidyalaya #Cmoodisha #Mohanmajhi #EducationministarofIndia #DharmendraPradhan #NityanandaGond #Mlabarchana #AmarNayak #Barchana #ASMITAKHABAR ବଡ଼ଚଣା ନିର୍ବାଚନ ମଣ୍ଡଳୀରେ କେନ୍ଦ୍ର ତଥା ରାଜ୍ୟ ସରକାର ଙ୍କ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ରେ ବିଧାୟକ ଅମର କୁମାର ନାୟକଙ୍କ ଦ୍ଵାରା ଛତିଆ ସରକାରୀ ଉଚ୍ଚ ବିଦ୍ୟାଳୟ ,ବିଶେଶ୍ୱର ଉଚ୍ଚ ବିଦ୍ୟାଳୟ ଚଣ୍ଡିତଳ ଓ କୋଲସାହି ସରକାରୀ ଉର୍ଣ୍ଣିତ ଉଚ୍ଚ ବିଦ୍ୟାଳୟର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ ଦ୍ଵାରା ଆଭାଷୀ ମାଧ୍ୟମରେ ଶୁଭ ଶିଳାନ୍ୟାସ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ବଡ଼ଚଣା ଶିକ୍ଷାମଣ୍ଡଳ ଅଧିକାରୀଙ୍କ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିଷୟତ୍ରୀ ଓ ବ୍ଲକ ଅଧ୍ୟକ୍ଷା ମିନତୀ ସେନାପତି, ଉପାଧ୍ୟକ୍ଷ ବିଭାଷ ଚନ୍ଦ୍ର ନନ୍ଦ, ଯାଜପୁର ଜିଲ୍ଲା ପରିଷଦ ଉପଧ୍ୟାକ୍ଷ ଗଣେଶ୍ୱର ବରାଳ, ଜିଲ୍ଲା ପରିଷଦ ସଭ୍ୟ ଯଚିନ୍ଦ୍ର ନାୟକ, ଚଣ୍ଡିତଳ ସରପଞ୍ଚ ସାଗରୀକା ଵିହାରୀ,ଛତିଆ ସରପଞ୍ଚ ରମେଶ ପୃଷ୍ଟି, ସମିତି ସଭ୍ୟ ଦୀପକ ସାହୁ,ଦର୍ପଣ ପଞ୍ଚାୟତ ସରପଞ୍ଚ ରଞ୍ଜନ ଦାସ,ବିଡ଼ିଓ ରବୀନ୍ଦ୍ର କୁମାର ପ୍ରଧାନ,ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ ସହ ସାଧାରଣ ମାନେ ଉପସ୍ଥିତ ଥିଲେ ।
Jajapur, Jajpur | Jun 7, 2026
#ପୋଲିସର_ନିଷ୍କ୍ରିୟତା_ବିରୁଦ୍ଧରେ_ଭିର୍ମି_ଆର୍ମିର_ପ୍ରତିବାଦ। #ବାଲିଚନ୍ଦ୍ରପୁର ଥାନା ଅଧୀନ ରେ ଘଟି ଥିବା ଦୁଇଟି ଘଟଣା ରେ ପୋଲିସର କାର୍ଯ୍ୟ...
Jajapur, Jajpur | May 30, 2026
#ଶୁଣାଣି_ସରିଲା_ରାଏ_କେବେ ? ଚଣ୍ଡିଖୋଲ ସ୍ଥିତ ବାବା ଭୈରବାନନ୍ଦ ସ୍ଵୟଂ-ଶାସିତ ମହାବିଦ୍ୟାଳୟର ଘଟଣା ଖବର ବାଜିଲା, ପ୍ରଭାବ ପଡ଼ିଲା, ଖୁବଶୀଘ୍ର...
Jajapur, Jajpur | May 27, 2026
#ବଡ଼ଚଣା_ପୋଲିସର_ଏକ_ପାଖିଆ_କାର୍ଯ୍ୟାନୁଷ୍ଠାନ_ପ୍ରତିବାଦରେ_ଧାରଣା। ବଡ଼ଚଣା ଥାନା ସମ୍ମୁଖରେ ଗ୍ରାମବାସୀଙ୍କ ପକ୍ଷରୁ ଧାରଣା । #pratibada ...
Jajapur, Jajpur | May 27, 2026