ଭଦ୍ରକ ନଂଘା ମହଲ୍ଲା ରେ ଦମ୍ପତିଙ୍କୁ ନେଇ ଦୁଃଖଦ ଘଟଣା
ପାରିବାରିକ କଳହର କରୁଣ ପରିସ୍ଥିତି, ନିଜ ସ୍ତ୍ରୀ କୁ ହତ୍ୟା କରି ସ୍ୱାମୀ ଙ୍କର ଆତ୍ମହତ୍ୟା. ଏଭଳି ଦୁଃଖଦ ଘଟଣା ଘଟିଛି ଭଦ୍ରକ ପୁରୁଣା ବଜାର ଥାନା ଅଧିନସ୍ଥ ନଙ୍ଗାମହଲା ଠାରେ.ଏହି ସାହିର ସେକ ମୁସ୍ତାଫ ଜଣେ ଇଞ୍ଜିନିଅର ସେ ଆଜକୁ 6 ବର୍ଷ ପୂର୍ବେ ପ୍ରେମ ବିବାହ କରିଥିଲେ,ଲକ୍ଷ୍ମନୋ ର ଜଣେ ଯୁବତୀ ଙ୍କୁ.ତେବେ ତାଙ୍କ ସ୍ତ୍ରୀ ଲକ୍ଷନୋ ରେ ରହୁଥିବା ବେଳେ ମୁସ୍ତାଫ ଯାଜପୁର ଠାରେ ଏକ କମ୍ପାନୀରେ ଇଞ୍ଜିନିଅର ଭାବେ କାର୍ଯ୍ୟ କରୁଥିଲେ. ଗତ 4 ଦିନ ପୂର୍ବରୁ ଉଭୟ ସ୍ୱାମୀ, ସ୍ତ୍ରୀ ଲକ୍ଷନୋ ରୁ ଆସି ନଙ୍ଗାମହଲା ଠାରେ ପହଞ୍ଚି ଥିଲେ,
#StqMedia #NewsUpdate #Bhadrak #Odisha #murder
#viralpost
Bhadrak Police Odisha Police Organisation District Administration,Bhadrak