କାମାକ୍ଷାନଗର: ଭୁବନେଶ୍ୱରରେ ମହିଳାଙ୍କ କର୍ମକ୍ଷେତ୍ର ସୁରକ୍ଷା ନେଇ କମିଶନରେଟ୍ ପୋଲିସର କର୍ମଶାଳା
ଭୁବନେଶ୍ୱର ସ୍ଥିତ ପୋଲିସ ସେବା ଭବନରେ POSH ଆଇନ ୨୦୧୩ ସମ୍ପର୍କରେ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଛି। କର୍ମକ୍ଷେତ୍ରରେ ମହିଳାଙ୍କ ସୁରକ୍ଷା ଓ ସମ୍ମାନଜନକ ପରିବେଶକୁ ପ୍ରାଥମିକତା ଦେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲା କମିଶନରେଟ୍ ପୋଲିସ।