ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୫ ଦିନିଆ UAE ଯାତ୍ରା ଓଡ଼ିଶାକୁ ନୂତନ ନିବେଶ ଆଣିବ
Bhubaneswar, Khordha | Sep 10, 2026
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପାଞ୍ଚ ଦିନର UAE ଗସ୍ତରେ ଅଛନ୍ତି । ସେ ଆବୁଧାବିରେ ଅନ୍ତର୍ଜାତୀୟ ନିବେଶକଙ୍କ ସହ ମାରାଥନ ବୈଠକ କରୁଛନ୍ତି । ପ୍ରଥମ ଦିନରେ ବଡ଼ ଇନଭେଷ୍ଟର୍ ଆଇଏଚସି ଗ୍ରୁପ ଓଡ଼ିଶାରେ ୧୪ ପ୍ରକଳ୍ପରେ ଦୁଇ ଅଢ଼େଇ ଟ୍ରିଲିୟନ ଟଙ୍କା ନିବେଶ କରିବାରେ ଆଗ୍ରହ ପ୍ରକାଶ କଲେ ।