ସ୍ୱାଧୀନତାର ୮୦ ବର୍ଷ ପରେ ମଧ୍ୟ ଏଭଳି ପରିସ୍ଥିତି ।ନାହିଁ ରାସ୍ତା ଦୋଳାରେ ବୁହା ହେଲେ ଅସୁସ୍ଥ ମହିଳା। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକର ଗାଇଡା-ଏ ଗାଁର କରୁଣ ଦୃଶ୍ୟ ସୋସିଆଲ ମିଡିଆରେ ହେଉଛି ଭାଇରାଲ ।ଜିଲ୍ଲା ପ୍ରଶାସନ ଦୃଷ୍ଟି ଆକର୍ଷଣ କଲେ ବୁଦ୍ଧିଜୀବୀ ।
#gtvnewsodisha #berhampur #ganjam #odisha #silkcity
Ganjam, Ganjam | Aug 20, 2026