Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

ରାଉରକେଲା ମ୍ୟୁନିସିପାଲଟି: କେନ୍ଦୁଝର ଜିଲ୍ଲାର ବୈତରଣୀ ନଦୀର ଉତ୍ପତିସ୍ଥଳ ଗୋନାଶିକାରେ ବାରୁଣୀ ମେଳା ଆରମ୍ଭ ହୋଇଯାଇଛି...

Raurkela M, Sundargarh | Mar 17, 2026
ମାର୍ଚ୍ଚ ୧୭ ତାରିଖ ସକାଳ ୫ଟାରୁ ବୈତରଣୀ ନଦୀକୂଳରେ ଗୋନାଶିକାର ବାରୁଣୀମେଳା ଅବସରରେ ବାବା ବ୍ରହ୍ମହେଶ୍ୱରଙ୍କ ପୂଜାଚର୍ଣ୍ଣା ପାଇଁ ଦୂରଦୁରାନ୍ତରରୁ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଆରମ୍ଭ ହୋଇଯାଇଛି, ସକାଳ ୫ଟାର ଅବକାଶନୀତି ପରେ, ସକାଳ ୮ଟା ୨୧ମିନିଟରେ ବାବା ବ୍ରହ୍ମହେଶ୍ୱରଙ୍କ ଖେଚୁଡ଼ି ଧୂପ ହେଲା, ମଧ୍ୟହ୍ନ ୧୧ଟା ୩୦ମିନିଟରୁ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରା ଯାଇଥିଲା, ବାରୁଣୀ ସ୍ନାନକୁ ଶାନ୍ତିପୂର୍ଣ ଭାବେ ସମ୍ପନ୍ନ କରିବା ପାଇଁ ଦର୍ଶନ ବ୍ୟବସ୍ଥା କରାଯାଇଥିଲା, ବାରୁଣୀ ମେଳାକୁ ଶାନ୍ତିପୂର୍ଣ ଭାବେ ସମ୍ପନ୍ନ କରିବାପାଇଁ ୨୪ ଘଣ୍ଟିଆ ପୋଲିସ ବ୍ୟବସ୍ଥା କରାଯାଇଛି

MORE NEWS

ରାଉରକେଲା ମ୍ୟୁନିସିପାଲଟି: କେନ୍ଦୁଝର ଜିଲ୍ଲାର ବୈତରଣୀ ନଦୀର ଉତ୍ପତିସ୍ଥଳ ଗୋନାଶିକାରେ ବାରୁଣୀ ମେଳା ଆରମ୍ଭ ହୋଇଯାଇଛି... - Raurkela M News