କଟକ ପୌରାଞ୍ଚଳ: Bank employees nationwide strike affects banking services in Cuttack and Odisha districts
ଆଜି ଦେଶ ବ୍ୟାପୀ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ ଯୋଗୁଁ କଟକ ସହ ସମସ୍ତ ଓଡ଼ିଶାର ବ୍ୟାଙ୍କ ଶାଖା ବନ୍ଦ ରହିଛି। ବ୍ୟାଙ୍କ ସେବା ଠପ୍, ୧୫୦୦ କୋଟି ଟଙ୍କା ବ୍ୟବସାୟ ଅଚଳ ହୋଇଛି। ଧର୍ମଘଟ ଆଗାମୀ ୨୮, ୨୯ ଓ ୩୦ ଅକ୍ଟୋବରରେ ଜାରି ରହିବ।