ପୁରୀ ମ୍ୟୁନିସିପାଲଟି: ମଙ୍ଗଳା ନଇରେ ନିଖୋଜ ଥିବା ଛାତ୍ର ଶୁଭମ ବାରିକଙ୍କ ମୃତଦେହ ଉଦ୍ଧାର
Puri M, Puri | Sep 9, 2026 ଗତକାଲି ମଙ୍ଗଳା ନଇରେ ନିଖୋଜ ଥିବା ସେଥିର ସାହା କଲେଜର ଦ୍ୱିତୀୟ ବର୍ଷର ଛାତ୍ର ଶୁଭମ ବାରିକଙ୍କ ମୃତଦେହ ଆଜି ସ୍ୱସ୍ତି ହୋଟେଲ ସମ୍ମୁଖର ସମୁଦ୍ରରୁ ଉଦ୍ଧାର କରାଯାଇଥିଲା। ପୋଲିସ ଘଟଣା ସ୍ଥଳ ଦେଖାଶୁଣା କରିଛି।