ସୁକିନ୍ଦା: Sukinda blockରେ development project ବିଳମ୍ବ ଓ ଧିମି କାମ ପାଇଁ ଅଭିଯୋଗ
ସୁକିନ୍ଦା blockରେ development projects ବିଳମ୍ବ ଓ ଧିମି ଗତିରେ ଚାଲୁଛନ୍ତି। କେତେକ project files block officeରେ ଦୀର୍ଘଦିନ ଧରି ପଡ଼ିଛି ଓ କାମ ଅଧପନ୍ତରିଆ ଅବସ୍ଥାରେ ଅଛି। ସ୍ଥାନୀୟ ପ୍ରତିନିଧି ଏହା ବୋଲି ଅଭିଯୋଗ କରିଛନ୍ତି।