Public App Logo
Jansamasya
News
Bjp
National
Police
Bihar
कांग्रेस
मौत
भाजपा
विधायक
Congress
Modi
Delhi
Viral
Odisha
अमित_शाह
दिल्ली
Breakingnews
Narendramodi
Madhya_pradesh
Pmmodi
Ipl
Rahulgandhi
स्कूल
Haryana
Uttarpradesh
Cricket
शादी
Crimenews
Aap

ଆସିକା: ମଣ୍ଟାପଡା ଗ୍ରାମରେ ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ,ଲୋକ କଳା ମାଧ୍ୟମରେ ଲୋକଙ୍କୁ ସଚେତନତା କଲା କୋଟିନଡା ପୋଲିସ

Asika, Ganjam | Nov 1, 2025
ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ କୋଟିନଡା ଥାନା ହରିଡ଼ାପଦର ପଞ୍ଚାୟତ ମଣ୍ଟାପଡା ଗ୍ରାମରେ ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କୋଟିନଡା ଥାନା ଅଧିକାରୀ ଦାମୋଦର ବିହାରୀ ଙ୍କ ଅଧକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମ ରେ ଥାନାର ବହୁ କର୍ମଚାରୀ ଯୋଗଦେଇଥିବା ବେଳେ ଲୋକ କଳା ମାଧ୍ୟମରେ ଗ୍ରାମରେ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଛି ଲୋକଙ୍କୁ ସାଇବର ଠକେଇ ଉପରେ ସଚେତନତା କରାଯାଇଛି l ସାଇବର ଠକେଇ ଠାରୁ ନିଜକୁ କିପରି ଦୂରେଇ ରଖିବେ ଏଵଂ ନିଜର ସଞ୍ଚିତ ଅର୍ଥର ସୁରକ୍ଷା କିପରି କରାଇବେ ସେନେଇ ବିସ୍ତୃତ ଭାବେ ଏହି ଅବସରରେ ବୁଝାଇଯାଇଛି l