ପାରଳାଖେମୁଣ୍ଡି: ଗଜପତିରେ ପାଳିତ ହେଲା ଜାତୀୟ ଆଇନ ସେବା ଦିବସ: ସଚେତନତା ପାଇଁ ହେଲା ଶୋଭାଯାତ୍ରା
ଗଜପତି ଜିଲ୍ଲାର ଉପଲଡ଼ା ଟି.ଏମ୍. ଉଚ୍ଚ ବିଦ୍ୟାଳୟରେ ଜାତୀୟ ଆଇନ ସେବା ଦିବସ ଅବସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଶିଶୁ ଶ୍ରମିକ ପ୍ରଥା ନିରାକରଣ ଓ ଆଇନଗତ ଅଧିକାର ନେଇ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକଙ୍କ ସହ ଶୋଭାଯାତ୍ରା ଓ ନାଟକ ପରିବେଷଣ କରାଯାଇଛି।