ଗୋବିନ୍ଦପୁର: ବାମରା ଟ୍ରଷ୍ଟ ଫଣ୍ଡ ପକ୍ଷରୁ ତିଲେଇମାଲ କୁ ବ୍ୟବସାୟିକ ଶିକ୍ଷା ପରିଦର୍ଶନ
ବାମରା ଟ୍ରଷ୍ଟ ଫଣ୍ଡ କଲେଜର ପକ୍ଷରୁ ଉଦ୍ୟମିତା ଓ ନବୀନତା ବିଷୟରେ ଏକ୍ସପୋଜର ଭିଜିଟ୍ ଆୟୋଜିତ ହୋଇଥିବା ଜଣାପଡିଛି। ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ଆନୁକୁଲ୍ୟରେ କଲେଜ୍ ର ଛାତ୍ରଛାତ୍ରୀଙ୍କୁ ଝାରସୁଗୁଡ଼ା ଜିଲ୍ଲା ର ତିଲେଇମାଲ ସ୍ଥିତ ‘ରାକେଫ ରିଫର୍ମ ଆଣ୍ଡ ଆକ୍ସେସୋରିଜ୍’ ପ୍ଲାଷ୍ଟିକ ବୋତଲ ଉତ୍ପାଦନ କାରଖାନାକୁ ନିଆଯାଇଥିବା ବେଳେ ଏଥିରେ ମୋଟ ଶହେ ୭୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ।