Public App Logo
Jansamasya
News
���ुलिस
Maharashtra
Bjp
National
Police
Bihar
India
Congress
Delhi
Viral
Jharkhand
Rajasthan
���मित_शाह
���िल्ली
Breakingnews
Narendramodi
Nitishkumar
Madhya_pradesh
Pmmodi
Ipl
Rahulgandhi
Haryana
Uttarpradesh
Cricket
Crimenews
Aap
Bareilly
���चिन
No video available

ସୁନ୍ଦରଗଡ ସହର: JDR ହୋଟେଲ ରେ ବାବା ବଳିଆ ଙ୍କ ସଚେତନତା ସଭା ଅନୁଷ୍ଠିତ।ଯୋଗଦେଲେ ପୌର ଅଧକ୍ଷା ।

JDR ହୋଟେଲ ରେ ପୂଜ୍ୟ ପୂଜକ ପଦ୍ମଶ୍ରୀ ବାବା ବଳିଆ ଙ୍କ ପରିବେଶ, ଗଣତନ୍ତ୍ର ଓ ଧର୍ମ ଉପରେ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ସୁନ୍ଦରଗଡ଼ ପୌରପାଳିକା ର ପୌର ଅଧକ୍ଷା ଶ୍ରୀମତୀ ତନୟା ମିଶ୍ର ଯୋଗଦେଇଥିଲେ। ସଭାକୁ ଲୀଳାଧର କାଲୋ ପରିଚାଳନା କରିଥିଲେ। ସଭାରେ ବହୁ ମାତ୍ର ରେ ଜନସାଧାରଣ ଯୋଗଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।

MORE NEWS