କଟକ ପୌରାଞ୍ଚଳ: କଟକ: କଦମ୍ -ଏ-ରସୁଲ ନବଗଠିତ ମହଲ୍ଲା କମିଟି ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ
କଟକ କଦମ୍ -ଏ-ରସୁଲ ସମ୍ମୂଖରେ ନବଗଠିତ ମହଲ୍ଲା ନୱଜୱାନ୍ କମିଟି ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ମସଜିଦ ଓ ମହଲ୍ଲା କମିଟିର କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।