Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Rajasthan
Bollywood
Breakingnews
Narendramodi
Madhya_pradesh
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

ଯଶିପୁର: ଓଡିଶା ଏବଂ ଝାଡ଼ଖଣ୍ଡ ସୀମାନ୍ତବର୍ତୀ ଅଞ୍ଚଳରେ ହାତୀ ଆତଙ୍କ । ହାତୀ ପଲରେ ଅଛନ୍ତି ୨୫ ଟି ହାତୀ

Jashipur, Mayurbhanj | Dec 21, 2025
ହାତୀପଲ ଦିନ ବେଲେ ଜଙ୍ଗଲ ରେ ରହୁଥିବା ବେଳେ ରାତି ହେଲେ ଗାଁ ଅଭିମୁଖେ ଆସି ଫସଲ ପନିପରିବା ଖାଇବା ସହିତ ବ୍ୟାପକ ଫସଲ ନଷ୍ଟ କରିଥାନ୍ତି । ଗତକାଲି ବିଳମ୍ବିତ ରାତିରେ ଝାଡ଼ଖଣ୍ଡ ପଟୁ ଓଡିଶାକୁ ହାତୀ ଘୋଡେବା ପାଇଁ ଉଦ୍ୟମ କରିଥିଲେ ବି ଓଡ଼ିଶାର ବନ ବିଭାଗ କର୍ମଚାରୀ ଏବଂ ସ୍ଥାନୀୟ ଲୋକମାନେ ହାତୀପଲକୁ ଓଡିଶାକୁ ଆସିବାକୁ ଦେଇ ନଥିଲେ
ଯଶିପୁର: ଓଡିଶା ଏବଂ ଝାଡ଼ଖଣ୍ଡ ସୀମାନ୍ତବର୍ତୀ ଅଞ୍ଚଳରେ ହାତୀ ଆତଙ୍କ । ହାତୀ ପଲରେ ଅଛନ୍ତି ୨୫ ଟି ହାତୀ - Jashipur News