ବ୍ରହ୍ମପୁରରୁ ଦିଗପହଣ୍ଡି ରାସ୍ତାରେ ସଡ଼କ ଦୁର୍ଘଟଣା। ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ପଠାଇଲେ ବିଧାୟକ। ଡାକ୍ତରଖାନାରେ ଆହତଙ୍କ ଚିକିତ୍ସାର ତଦାରଖ କଲେ।