ନୂଆଗାଁ: ବାହିନୀପତି ଅଙ୍ଗନୱାଡ଼ି କେନ୍ଦ୍ରରେ ଅଚାନକ ପରିଦର୍ଶନ କଲେ ବିଧାୟକ ଭିଡ଼ିଓ ଭାଇରାଲ।
Nuagaon, Ganjam | Jun 26, 2025 ବାହିନୀପତି ଅଙ୍ଗନୱାଡ଼ି କେନ୍ଦ୍ରରେ ଅଚାନକ ପରିଦର୍ଶନ କଲେ ବିଧାୟକ ଭିଡ଼ିଓ ଭାଇରାଲ। ଗଞ୍ଜାମ ଜିଲ୍ଲା ଚିକିଟୀ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ବାହିନୀପତି ଗ୍ରାମର ଅଙ୍ଗନୱାଡି କେନ୍ଦ୍ର ଚାଲିଥିବା ବେଳେ ଅଚାନକ ପରିଦର୍ଶନ କଲେ ଚିକିଟୀ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା। ଏହି ଭିଡ଼ିଓ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ନେଇ ଆଜି ସକାଳ ସାଢେ଼ ନଅ ଘଣ୍ଟା ସମୟରେ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ଗତ କାଲି ହଠାତ୍ ବିଧାୟକ ବାହିନୀପତି ଅଙ୍ଗନୱାଡ଼ି କେନ୍ଦ୍ରରେ ବିଧାୟକ ପହଞ୍ଚି ଆଶ୍ଚର୍ଯ୍ୟ ହୋଇଥିଲେ । କାରଣ ବିଧାୟକ ପରିଦର୍ଶନ ସମୟରେ କେବଳ ତିନିରୁ ଚାରିଜଣ