ଭଦ୍ରକ: ଯାତ୍ରା ଜଗତରେ ପାଦ ଥାପିବାକୁ ଯାଉଛି ଯାତ୍ରା ଦୁର୍ଗା ମନ୍ଦିର ଆଖଡ଼ା ଶାଳ ମଞ୍ଚ ହେଇଛି ସଜେଇ। ଆସନ୍ତା କାଲି ରାଣୀତାଲ, ସାବିତ୍ରୀ ରାଇସ ମିଲ ଭଦ୍ରକ ଠାରେ ଅନୁଷ୍ଠିତ ହବ ଆଖଡା ପୂଜା, ଦର୍ଶକ ଦେଖିବେ ଡିଜିଟାଲ BGM ଲାଇଟ ସାଉଣ୍ଡ ସାଙ୍ଗକୁ ବଛା ବଛା କଳାକାରଙ୍କୁ। ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ସଜେଇ ହେଉଚି ଯାତ୍ରା ପେଣ୍ଡାଲ ଅତିଥି ଓ କଳାକାରଙ୍କୁ ଅପେକ୍ଷା କରିଛି ରଙ୍ଗାରଙ୍ଗ ଭରପୁର ମନୋରୋଞ୍ଜନ ଷ୍ଟେଜ।
ଆସନ୍ତା କାଲି ଆଖଡ଼ା ଶାଳ ପୂଜାକୁ ଅପେକ୍ଷା କରିଛନ୍ତି ଦୁର୍ଗା ମନ୍ଦିର ପରିବାର ଯାତ୍ରା ଷ୍ଟେଜ ରେ ପାଦ ଥାପିବେ ବଛା ବଛା କଳାକାର।
#citykhabarbhadrak
Bhadrak Rural, Bhadrak | Jul 14, 2026