Public App Logo
Jansamasya
News
पुलिस
Bjp
National
Police
Bihar
India
जनसमस्या
चुनाव
बीजेपी
भाजपा
Congress
Modi
Delhi
Viral
Up
Iyc
Bollywood
Patna
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi

#ସକାଳର_ବଡ଼_ଖବର Sakala Bulletin | 13 June 2026 | Morning Headline | ସକାଳର ବଡ଼ ଖବର | Odia News | Pabitra News Odisha #latastnewsupdate #pabitranews #MorningHeadlineodisha #sakalakhabar #odishaheadline #odianews #BreakingNews #odianews #sakalanews #odishanews #rain #barshanews #todaymorningnews #pabitranewsodishalive #ajisakalaranews

MORE NEWS

#ଦାଦନ_ଚାଲାଣ_ଅଭିଯୋଗରେ_୨_ଗିରଫ
କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ବିରିଡିହା ଗ୍ରାମରୁ ଯୁବକ ଯୁବତୀଙ୍କୁ ନେଇ ତାମିଲନାଡୁରେ ଦାଦନ ଖଟାଇ ନିର୍ଯାତନା ଦେଉଥିବା ଅଭିଯୋଗରେ ଭଦ୍ରକର ଅକ୍ଷୟ ଦାସ, ବିରିଡିହାର ଶ୍ରୀତମ ଜେନାଙ୍କୁ ଆନନ୍ଦପୁର ପୁଲିସ ଗିରଫ କରିଛି। 
#latastnewsupdate #pabitranewsodishalive #Breakingnews #OdishaNews #anandpur #keonjhar

#ଦାଦନ_ଚାଲାଣ_ଅଭିଯୋଗରେ_୨_ଗିରଫ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ବିରିଡିହା ଗ୍ରାମରୁ ଯୁବକ ଯୁବତୀଙ୍କୁ ନେଇ ତାମିଲନାଡୁରେ ଦାଦନ ଖଟାଇ ନିର୍ଯାତନା ଦେଉଥିବା ଅଭିଯୋଗରେ ଭଦ୍ରକର ଅକ୍ଷୟ ଦାସ, ବିରିଡିହାର ଶ୍ରୀତମ ଜେନାଙ୍କୁ ଆନନ୍ଦପୁର ପୁଲିସ ଗିରଫ କରିଛି। #latastnewsupdate #pabitranewsodishalive #Breakingnews #OdishaNews #anandpur #keonjhar

Kendujhar Town, Kendujhar | Jun 12, 2026

#ସକାଳର_ବଡ଼_ଖବର 
Sakala Bulletin | 12 June 2026 | Morning Headline | ସକାଳର ବଡ଼ ଖବର | Odia News | Pabitra News Odisha 
#latastnewsupdate #pabitranews #MorningHeadlineodisha #sakalakhabar #odishaheadline #odianews #BreakingNews
#odianews #sakalanews #odishanews #rain #barshanews #todaymorningnews #pabitranewsodishalive

#ସକାଳର_ବଡ଼_ଖବର Sakala Bulletin | 12 June 2026 | Morning Headline | ସକାଳର ବଡ଼ ଖବର | Odia News | Pabitra News Odisha #latastnewsupdate #pabitranews #MorningHeadlineodisha #sakalakhabar #odishaheadline #odianews #BreakingNews #odianews #sakalanews #odishanews #rain #barshanews #todaymorningnews #pabitranewsodishalive

Kendujhar Town, Kendujhar | Jun 12, 2026

#ବାଇକ୍_ଓ_ମୋବାଇଲ_ରଖି_ଋଣ_କାରବାର_କରି_ଯୁବକ_ଗିରଫ 
ବାଇକ, ଘରପଟା ଓ ମୋବାଇଲ ବନ୍ଧକ ରଖି ବେଆଇନ ଋଣ କାରବାର ଅଭିଯୋଗରେ ଅଡ଼ବା ପୁଲିସ ଜଣେ ଅଭିଯୁକ୍ତକୁ ଅଡ଼ବା ଗ୍ରାମରୁ ଗିରଫ କରିଛି । ଅଭିଯୁକ୍ତ ଠାରୁ ୩ ଲକ୍ଷ ୬୧ ହଜାର ୨ଶହ ଟଙ୍କା ସହ ୧୩୭ଟି ବାଇକ ଓ ୧୨୭ ଗୋଟି ମୋବାଇଲ, ଏଟିଏମ୍ କାର୍ଡ ଛଅଟି ଓ ୧୦ ଟଙ୍କିଆ ବ୍ଲାଙ୍କ ଷ୍ଟାମ୍ପ ପେପରରେ  ପ୍ରାୟ ୫୦ରୁ ଉର୍ଦ୍ଧ୍ଵ ଜୁଆଡ଼ିଆଙ୍କ ଦତଖସ୍ତ କରି ଚକ୍ରବୃଦ୍ଧି ସୁଧରେ ଟଙ୍କା ଆଦାୟ କରିଥିଲେ । ସୂଚନା ଯୋଗ୍ୟ ଦୀର୍ଘ ୫ ବର୍ଷ ଧରି ଏଭଳି କଳାକାରନାମା କରିଆସୁଥିଲେ ଅଡ଼ବା ଗ୍ରାମର କେ. ରବିନ୍ଦ୍ର ରେଡ଼ିଙ୍କ ପୁତ୍ର କେ. ଲିଙ୍ଗରାଜ ରେଡ଼ି (୩୫) ବଷୀୟ ଯୁବକ । ମୋହନା ଗାଁର ଚନ୍ଦ୍ର ଶେଖର ଦାସ ଏକ ପେସନ ପ୍ରୋ ବାଇକଟିକୁ ରବିଙ୍କ ନିକଟରେ ୨୦ ହଜାର ଟଙ୍କାରେ ବନ୍ଧକ ରଖିଥିଲେ। ବନ୍ଧକ ପରେ ଶେଖର ଯେତେବେଳେ ବାଇକ ନେବା ପାଇଁ ଆସିଥିଲା ସେତେବେଳେ ବାଇକଟିକୁ ରବିନ୍ଦ୍ର ଫେରାଇ ନଥିଲା। ଯାହା ଫଳରେ ଶେଖର ଅଡବା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପ୍ରକାରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ପୁଲିସର ତଦନ୍ତରେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଥିଲେ। ଘର ଭିତରୁ ଏତେ ବାଇକ ବାହାରିଲା ଯେ,  ପୁଲିସ ଏଭଳି କଳ  କାରନାମା ଦେଖି ତାଜୁବ ହୋଇଯାଇଥିଲା । ଏଭଳି ଘଟଣା ଦେଖିବା ପରେ ପୁଲିସ ଗୋଟିଏ ପରେ ଗୋଟିଏ ବାଇକକୁ ଘର ଭିତରୁ ବାହାର ଗାଡ଼ିରେ ଲୋଡ଼ କରି ଥାନାକୁ ଆଣିଥିଲା। ଅଭିଯୁକ୍ତ ରବିନ୍ଦ୍ର ଦୀର୍ଘ ଦିନରୁ ଅଡବା ଅଞ୍ଚଳରେ ବେଆଇନ ଭାବେ ଋଣ କାରବାର କରି ଆସୁଥିଲା l ନିରୀହ ଲୋକଙ୍କ ଠାରୁ ଓ ଜୁଆଡ଼ିଙ୍କ ଠାରୁ ବାଇକ ଓ ମୋବାଇଲ ବନ୍ଧକ ରଖି ଋଣ ଦେଇ ଚ଼କ୍ର ବୃଦ୍ଧି ହାରରେ ସୁଧ ଟଙ୍କା ଆଦାୟ କରୁଥିଲା l ପୁଲିସ ଏହି ଖବର ଜାଣିବା ପରେ ଚଢାଉ କରି ୧୩୭ ଟି ବାଇକ, ୧୨୭ ଗୋଟି ମୋବାଇଲ୍ ଓ ନଗଦ ୩ ଲକ୍ଷ ୬୧ ହଜାର ଦୁଇ ଶହ ଟଙ୍କା ସହ ଗାଡ଼ିର କାଗଜ ପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି।
#latastnewsupdate #barshanews #pabitranews #OdishaNews #pabitranewsodishalive

#ବାଇକ୍_ଓ_ମୋବାଇଲ_ରଖି_ଋଣ_କାରବାର_କରି_ଯୁବକ_ଗିରଫ ବାଇକ, ଘରପଟା ଓ ମୋବାଇଲ ବନ୍ଧକ ରଖି ବେଆଇନ ଋଣ କାରବାର ଅଭିଯୋଗରେ ଅଡ଼ବା ପୁଲିସ ଜଣେ ଅଭିଯୁକ୍ତକୁ ଅଡ଼ବା ଗ୍ରାମରୁ ଗିରଫ କରିଛି । ଅଭିଯୁକ୍ତ ଠାରୁ ୩ ଲକ୍ଷ ୬୧ ହଜାର ୨ଶହ ଟଙ୍କା ସହ ୧୩୭ଟି ବାଇକ ଓ ୧୨୭ ଗୋଟି ମୋବାଇଲ, ଏଟିଏମ୍ କାର୍ଡ ଛଅଟି ଓ ୧୦ ଟଙ୍କିଆ ବ୍ଲାଙ୍କ ଷ୍ଟାମ୍ପ ପେପରରେ ପ୍ରାୟ ୫୦ରୁ ଉର୍ଦ୍ଧ୍ଵ ଜୁଆଡ଼ିଆଙ୍କ ଦତଖସ୍ତ କରି ଚକ୍ରବୃଦ୍ଧି ସୁଧରେ ଟଙ୍କା ଆଦାୟ କରିଥିଲେ । ସୂଚନା ଯୋଗ୍ୟ ଦୀର୍ଘ ୫ ବର୍ଷ ଧରି ଏଭଳି କଳାକାରନାମା କରିଆସୁଥିଲେ ଅଡ଼ବା ଗ୍ରାମର କେ. ରବିନ୍ଦ୍ର ରେଡ଼ିଙ୍କ ପୁତ୍ର କେ. ଲିଙ୍ଗରାଜ ରେଡ଼ି (୩୫) ବଷୀୟ ଯୁବକ । ମୋହନା ଗାଁର ଚନ୍ଦ୍ର ଶେଖର ଦାସ ଏକ ପେସନ ପ୍ରୋ ବାଇକଟିକୁ ରବିଙ୍କ ନିକଟରେ ୨୦ ହଜାର ଟଙ୍କାରେ ବନ୍ଧକ ରଖିଥିଲେ। ବନ୍ଧକ ପରେ ଶେଖର ଯେତେବେଳେ ବାଇକ ନେବା ପାଇଁ ଆସିଥିଲା ସେତେବେଳେ ବାଇକଟିକୁ ରବିନ୍ଦ୍ର ଫେରାଇ ନଥିଲା। ଯାହା ଫଳରେ ଶେଖର ଅଡବା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପ୍ରକାରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ପୁଲିସର ତଦନ୍ତରେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଥିଲେ। ଘର ଭିତରୁ ଏତେ ବାଇକ ବାହାରିଲା ଯେ, ପୁଲିସ ଏଭଳି କଳ କାରନାମା ଦେଖି ତାଜୁବ ହୋଇଯାଇଥିଲା । ଏଭଳି ଘଟଣା ଦେଖିବା ପରେ ପୁଲିସ ଗୋଟିଏ ପରେ ଗୋଟିଏ ବାଇକକୁ ଘର ଭିତରୁ ବାହାର ଗାଡ଼ିରେ ଲୋଡ଼ କରି ଥାନାକୁ ଆଣିଥିଲା। ଅଭିଯୁକ୍ତ ରବିନ୍ଦ୍ର ଦୀର୍ଘ ଦିନରୁ ଅଡବା ଅଞ୍ଚଳରେ ବେଆଇନ ଭାବେ ଋଣ କାରବାର କରି ଆସୁଥିଲା l ନିରୀହ ଲୋକଙ୍କ ଠାରୁ ଓ ଜୁଆଡ଼ିଙ୍କ ଠାରୁ ବାଇକ ଓ ମୋବାଇଲ ବନ୍ଧକ ରଖି ଋଣ ଦେଇ ଚ଼କ୍ର ବୃଦ୍ଧି ହାରରେ ସୁଧ ଟଙ୍କା ଆଦାୟ କରୁଥିଲା l ପୁଲିସ ଏହି ଖବର ଜାଣିବା ପରେ ଚଢାଉ କରି ୧୩୭ ଟି ବାଇକ, ୧୨୭ ଗୋଟି ମୋବାଇଲ୍ ଓ ନଗଦ ୩ ଲକ୍ଷ ୬୧ ହଜାର ଦୁଇ ଶହ ଟଙ୍କା ସହ ଗାଡ଼ିର କାଗଜ ପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। #latastnewsupdate #barshanews #pabitranews #OdishaNews #pabitranewsodishalive

Kendujhar Town, Kendujhar | Jun 12, 2026