Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Bjp
National
Bihar
India
चुनाव
बीजेपी
भाजपा
Congress
Modi
Delhi
Viral
Up
Bollywood
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi
यूपी
कानपुर
Uttarpradesh
Haryana
pnewsodisha2
#ବିଭିନ୍ନ_ଦାବି_ନେଇ_ଡ୍ରାଇଭର_ମହାସଂଘର_ବିକ୍ଷୋଭ #ଜିଲ୍ଲାପାଳଙ୍କୁ_ଦାବିପତ୍ର_ପ୍ରଦାନ ବିଭିନ୍ନ ଦାବି ପୂରଣ ଦାବିରେ ଡ୍ରାଇଭର ମହାସଂଘ ପକ୍ଷରୁ ଗୁରୁବାର ଅନୁଗୋଳ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ପ୍ରଦର୍ଶନ କରାଯାଇଛି। ଶତାଧିକ ଅଟୋଚାଳକ ନିଜ ନିଜ ଗାଡ଼ି ସହ ଯୋଗଦେଇ ସରକାରଙ୍କ ନୀତି ବିରୋଧରେ ପ୍ରତିବାଦ କରିଥିଲେ। ପରେ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ, ଏସ୍ପିଙ୍କ ମାଧ୍ୟମରେ ପୁଲିସ କମିଶନରଙ୍କୁ ଏବଂ ଆରଟିଓଙ୍କ ମାଧ୍ୟମରେ ପରିବହନ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । #latastnewsupdate #pabitranews #OdishaNews #pabitranewsodishalive #anugul
Kendujhar Town, Kendujhar
| Jun 12, 2026
#ବିଭିନ୍ନ_ଦାବି_ନେଇ_ଡ୍ରାଇଭର_ମହାସଂଘର_ବିକ୍ଷୋଭ
#ଜିଲ୍ଲାପାଳଙ୍କୁ_ଦାବିପତ୍ର_ପ୍ରଦାନ
#latastnewsupdate
#pabitranews
#odishanews
#pabitranewsodishalive
#anugul
MORE NEWS
#ସକାଳର_ବଡ଼_ଖବର Sakala Bulletin | 15 June 2026 | Morning Headline | ସକାଳର ବଡ଼ ଖବର | Odia News | Pabitra News Odisha #latastnewsupdate #pabitranews #MorningHeadlineodisha #sakalakhabar #odishaheadline #odianews #BreakingNews #odianews #sakalanews #odishanews #rain #barshanews #todaymorningnews #pabitranewsodishalive #ajisakalaranews
Kendujhar Town, Kendujhar | Jun 15, 2026
#ଭାରସାମ୍ୟ_ହରାଇ_ବାଇକ୍_ଦୁର୍ଘଟଣା_ଗ୍ରସ୍ତ କେନ୍ଦୁଝର ଜିଲ୍ଲା ଚମ୍ପୁଆ ନିଶ୍ଚିନ୍ତପୁର ପଞ୍ଚାୟତ ଅସୁରଖୋଲ ନିକଟ ବୁଲାଣିରେ ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା ଗ୍ରସ୍ତ, ତିନି ଯୁବକ ଗୁରୁତର, ସମସ୍ତଙ୍କୁ ମେଡିକାଲ୍ ସ୍ଥାନାନ୍ତର କରାଯାଇଥିବା ସୂଚନା । #pabitranewsodishalive #latastnews #Keonjhar #BreakingNews
Kendujhar Town, Kendujhar | Jun 14, 2026
#କେତେ_ବେପରୁଆ_ଟ୍ରକ୍_ଚାଳକ! ରଙ୍ଗ ସାଇଡ଼ରେ ଆସି ଧକ୍କା ଦେଲା ବାଇକ୍କୁ। ଘଟଣା ସ୍ଥଳରେ ଚାଲିଗଲା ତିନି ଯୁବକଙ୍କ ଜୀବନ। ଏଭଳି ଏକ ହୃଦୟବିଦାରକ ଦୁର୍ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥର କୁଅଁର କାଞ୍ଜିପାଣି ନିକଟରେ। #latastnews #odisha #breakingnews #keonjhar
Kendujhar Town, Kendujhar | Jun 14, 2026
#ପବିତ୍ର_ରଜ_ମହୋତ୍ସବ_୨୦୨୬ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରି ଗ୍ରାମ ପଞ୍ଚାୟତର ଭୁଡୁରୁ ପୋଷୀ ସାହିରେ ଆରମ୍ଭ ହୋଇଯାଇଛି ପବିତ୍ର "ରଜ ମହୋତ୍ସବ–୨୦୨୬"। ଗ୍ରାମବାସୀଙ୍କ ମିଳିତ ସହଯୋଗ ଏବଂ ରଜ ଭୂଦୁରୁପୋଷୀ କମିଟିର ଆୟୋଜନରେ ଏହି ତିନି ଦିନିଆ କାର୍ଯ୍ୟକ୍ରମ ବେଶ୍ ଧୁମଧାମରେ ପାଳିତ ହେଉଛି। #latastnews #rajafestival #Keonjhar #patna #pabitranewsodishalive
Kendujhar Town, Kendujhar | Jun 14, 2026
#ସକାଳର_ବଡ଼_ଖବର Sakala Bulletin | 14 June 2026 | Morning Headline | ସକାଳର ବଡ଼ ଖବର | Odia News | Pabitra News Odisha #latastnewsupdate #pabitranews #MorningHeadlineodisha #sakalakhabar #odishaheadline #odianews #BreakingNews #odianews #sakalanews #odishanews #rain #barshanews #todaymorningnews #pabitranewsodishalive #ajisakalaranews
Kendujhar Town, Kendujhar | Jun 14, 2026