ଝାରସୁଗୁଡା: ଝାରସୁଗୁଡ଼ା ବନଖଣ୍ଡର 30 ଜଣଙ୍କୁ ବୃକ୍ଷ ଚାଷର ଆଧୁନିକ ପ୍ରଶିକ୍ଷଣ
ଝାରସୁଗୁଡ଼ା ବନଖଣ୍ଡର 30 ଜଣ ଅଂଶଗ୍ରହଣକାରୀ ତାମିଲନାଡୁର IFGTB ଠାରେ ବୃକ୍ଷ ଚାଷର ଆଧୁନିକ ପଦ୍ଧତି ଉପରେ ପ୍ରଶିକ୍ଷଣ ନେଉଛନ୍ତି। ଓଡ଼ିଶା ବନ ବିକାଶ ପ୍ରକଳ୍ପ-2 ଅଧୀନରେ ଅକ୍ଟୋବର 26ରୁ 31 ପର୍ଯ୍ୟନ୍ତ ଏହି ପ୍ରଶିକ୍ଷଣ ଚାଲିଛି।