Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
राजनीति
मौत
बीजेपी
भाजपा
विधायक
Congress
Accident
Modi
Delhi
Viral
राजस्थान
Odisha
अमित_शाह
Bollywood
दिल्ली
Breakingnews
Narendramodi
Madhya_pradesh
Pmmodi
Kerala
Rahulgandhi
स्कूल

ସୋର: ଉପେନ୍ଦ୍ରନାଥ କଲେଜ ପଡିଆରେ ସାଂସଦ ଖେଳ ମହୋତ୍ସବ ଉଦଘାଟିତ, ଉଦଘାଟନ କଲେ ପ୍ରାକ୍ତନ ବିଧାୟକ ପର୍ଶୁରାମ ଧଡ଼ା

Soro, Balasore | Dec 18, 2025
ସୋର ଉପେନ୍ଦ୍ରନାଥ ମହାବିଦ୍ୟାଳୟରେ ନିର୍ବାଚନ ମଣ୍ଡଳୀ ସ୍ଥରୀୟ ସାଂସଦ ଖେଳ ମହୋତ୍ସବ ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ସୋରର ପ୍ରାକ୍ତନ ବିଧାୟକ ପର୍ଶୁରାମ ଧଡ଼ା ଯୋଗଦେଇ ଏହାକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଅବସରରେ ଆଜି ସକାଳେ ମଶାଲ ଶୋଭାଯାତ୍ରା ସ୍ଥାନୀୟ କ୍ଷେମେଶ୍ୱର ମହାଦେବ ମନ୍ଦିର ନିକଟରୁ ବାହାରି କଲେଜ ପଡିଆରେ ପହଞ୍ଚିଥିଲା। ପରେ ପ୍ରାକ୍ତନ ବିଧାୟକ ଶ୍ରୀ ଧଡ଼ା କ୍ରୀଡା ପତାକା ଉତ୍ତୋଳନ କରି ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସୋର ବିଡ଼ିଓ ସତ୍ୟନାଥ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା।