ମୋହନା: ଚନ୍ଦ୍ରଗିରି ରେ ବୌଦ୍ଧ ଧର୍ମଗୁରୁ ଦଲେଇ ଲାମା ଙ୍କ ୯୦ ତମ ଜନ୍ମ ଜୟନ୍ତୀ ପାଳନ।
ଜିରାଙ୍ଗ ରେ ବୌଦ୍ଧ ଧର୍ମଗୁରୁ ଦଲେଇ ଲାମା ଙ୍କ ୯୦ ତମ ଜନ୍ମ ଜୟନ୍ତୀ ପାଳନ। lଆଜି ଦିନ 12 ଘଣ୍ଟ ସମୟରେ ଗଜପତି ଜିଲ୍ଲା ଚନ୍ଦ୍ରଗିରି ସ୍ଥିତ ରହି ସେମାନଙ୍କ ବୌଦ୍ଧ ଧର୍ମର ଧର୍ମଗୁରୁ ଦଲେଇ ଲାମା ଙ୍କ ୯୦ ତମ ଜନ୍ମ ଜୟନ୍ତୀ ପାଳନ କରିଛନ୍ତି l 1935 ମସିହା ଜୁଲାଇ 6 ତାରିଖ ରେ ସେ ଜନ୍ମ ଗ୍ରହଣ କରିଥିଲେ l ଏହି ଜନ୍ମ ଜୟନ୍ତୀ ପାଳନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାର ଜିଲ୍ଲାପାଳ ବିଜୟ କୁମାର ଦାସ ଓ ଆରକ୍ଷୀ ଅଧିକ୍ଷକ ଯତୀନ୍