Public App Logo
Profile Picture

ମୋହନା ଅଞ୍ଚଳ ର ଖବର

@devine930
44481Followers
441Following
ମୋହନା: ଡେଙ୍ଗାସର୍ଗୀ ଗାଁ ର ସୁକୁମାରୀ ନାୟକ ଙ୍କୁ ବର୍ଦ୍ଧିତ ଭତ୍ତା ଟଙ୍କା ଆବେଦନ କରିଥିଲେ ମଧ୍ୟ ମିଳୁନି, ସରକାର ଙ୍କୁ ନେହୁରା
ମୋହନା: ପୁରୁଣା ଗଞ୍ଜେଇ ମାମଲା ରେ ଯୁବକ କୁ ଗିରଫ କଲା ଆର ଉଦୟଗିରି ପୋଲିସ
ମୋହନା: ମୋହନା ଥାନା ଅନ୍ତର୍ଗତ କାଳିଆପଟା ଗାଁ ନିକଟରେ ବାଇକ ଦୁର୍ଘଟଣା, ଦୁର୍ଘଟଣାରେ ଦୁଇ ଆହାତ
ମୋହନା: ମୋହନା ମୁଖ୍ୟ ରାସ୍ତାରେ କାର୍‌କୁ ପିଟିଲା ବାଇକ, ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଲେ ବାଇକ
ମୋହନା: ମୋହନାଗୁଡା ରାସ୍ତା ଗାଁ ରାସ୍ତା ସମସ୍ୟା ପାଇଁ ୭ ଦିନ ଭିତରେ ଜବାବ ନମିଳିଲେ ଆମରଣ ଅନଶନ ଚେତାବନୀ ଦେଲେ ଗ୍ରାମବାସୀ।
ମୋହନା: କମଳାପୂର୍ ଗାଁ ରେ ଗଛ ପଡ଼ି ରାସ୍ତା ଅବରୋଧ, ଦିର୍ଘ ସମୟ ରେ ହଟାଇଲେ ମୋହନା ଅଗ୍ନିଶମ ବିଭାଗ
ମୋହନା: ମେରାମା ଗୁଣିଗାରେଡ଼ି ହତ୍ୟା ଘଟଣା ରେ ସାଇଣ୍ଟିଫିକ୍ ଜବତ କଲା ହାଡ଼ ଓ ପାଉଁଶ।
ମୋହନା: ମେରାମା ଗାଁ ରେ ଗୁଣି ଗାରେଡି ହତ୍ୟା କୁ ନେଇ ଏସ୍ଡ଼ିପିଓ ଙ୍କ ପ୍ରତିକ୍ରିୟା...
ମୋହନା: ଗୁଣି ଗାରେଡ଼ି କୁ ନେଇ ବ୍ୟକ୍ତି ଙ୍କୁ ହତ୍ୟା, ବ୍ୟକ୍ତି ଜଣକ ହେଉଛନ୍ତି ମୋହନା ଥାନା ମେରାମା ଗାଁ ର ରାମ ଚନ୍ଦ୍ର ମଲିକ
ମୋହନା: ମୋହନାଗୁଡା ଗାଁ ରେ ପୁଣି ଜନନୀ ଯନ୍ତ୍ରଣା,ପ୍ରସୂତି ମହିଳା ଙ୍କୁ ଦୋଳାରେ ବୋହିଲେ ୬ କିଲୋମିଟର।
ମୋହନା: ଲଗାଣ ବର୍ଷା କୁ ନେଇ  କିଭଳି ଲୋକଙ୍କ ପାଖରେ ପହଞ୍ଚି ସମସ୍ୟା ବୁଝୁଛି ପ୍ରଶାସନ, ତହସିଲଦାର ଙ୍କ ପ୍ରତିକ୍ରିୟା...
ମୋହନା: ଅବକାରୀ ବିଭାଗ ପକ୍ଷରୁ ବଡ଼ ରେଡ୍ ବିପୁଳ ପରିମାଣ ର ମହୁଲି ପୋଚ ନଷ୍ଟ ସହ ମହୁଲି ମଦ ଓ ବିଦେଶୀ ମଦ ଜବତ, ତିନି ଗିରଫ।
ମୋହନା: ପ୍ରବଳ ବର୍ଷା ପରେ ମୋହନା ବ୍ଲକ ର ବିଭିନ୍ନ ସ୍ଥାନ ର ସ୍ଥିତି ଅନୁଧ୍ୟାନ କରିଛନ୍ତି SRCଙ୍କ ଅତିରିକ୍ତ ମୁଖ୍ୟ ସଚିବ
ମୋହନା: ପ୍ରବଳ ବର୍ଷାକୁ ନେଇ SRCଙ୍କ ଅତିରିକ୍ତ ମୁଖ୍ୟ ସଚିବ ଙ୍କ ମୋହନା ବ୍ଲକ କାର୍ଯ୍ୟାଳୟ ରେ ସମୀକ୍ଷା
ମୋହନା: ପାପାଏଜୁ ଗାଁ ନିକଟସ୍ଥ ପୋଲ ଉପରେ ଅଢେଇ ଫୁଟ ର ପାଣି  l
ମୋହନା: ପ୍ରବଳ ବର୍ଷା ଯୋଗୁଁ ସାପସିଲା ପାହାଡ଼ ରୁ ଖସିଲା ପଥର, ଯାତାୟାତ ବାଧାପ୍ରାପ୍ତ
ମୋହନା: ତଲାସିଂ ଗାଁ ରେ ଅଘଟଣ, ଲଗାଣ ବର୍ଷା ରେ ଘର କାନ୍ଥ ପଡି ମହିଳା ଆହାତ
ମୋହନା: ମୋହନା ବ୍ଳକ ରସଣିଗଣ୍ଡା ଗଣ୍ଡା ଗ୍ରାମ ବାସୀ ଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲେ ଓଡ଼୍ରାଫ୍ ଟିମ୍ ସହ ବ୍ଳକ ପ୍ରଶାସନ
ମୋହନା: ମୋହନା ବ୍ଲକ ରେ ଲଗାଣ ବର୍ଷା କୁ ନେଇ ସ୍ଥିତି କୁ ନେଇ ବିଡ଼ିଓ ଙ୍କ ପ୍ରତିକ୍ରିୟା
ମୋହନା: ଆର୍ ଉଦୟଗିରୀ ବ୍ଲକ୍ ତିଳୀ ଗାଁ ରେ ଭାଙ୍ଗିଲା ଘର,ସହାୟତା ଦାବୀ
ମୋହନା: ଗଡ଼ର ଗାଁ ରେ ଅଘଟଣ ବଜ୍ରାଘାତରେ ବଳଦ ମୃତ, ଦୁଇ ଗାଈ ଆହତ ସହ ଜଣେ ଗୁରୁତର
ମୋହନା: ପୁଣି ଦାଦାନ ଦୁଃଖ , ତେଲେଙ୍ଗାନାରେ ଫସି ରହିଛନ୍ତି ୯ ଓଡ଼ିଆ ଦାଦନ ଶ୍ରମିକ, ଖସି ଆସଲେ ୨ ଶ୍ରମିକ
ମୋହନା: ଚନ୍ଦ୍ରଗିରି ବନାଞ୍ଚଳ ପକ୍ଷରୁ ମା’ଙ୍କ ନାମରେ ଗଛଟିଏ କାର୍ଯ୍ୟକ୍ରମ ସବୁଜ ହେବ ଚନ୍ଦ୍ରଗିରି
ମୋହନା: ଅଡବା ପୋଲିସ ପକ୍ଷରୁ ସ୍କୁଟିରେ ଗଞ୍ଜେଇ ଚାଲାଣ, ୪୦ କେଜି ସହ ଜଣେ ଗିରଫ
ମୋହନା: କମଳାପୁର ଗାଁ ରେ ମକା  ଫସଲ ନଷ୍ଟ କଲା ବାରାହାଚିନ୍ତାରେ ଚାଷୀ....