ବିଞ୍ଝାରପୁର: ଯାଜପୁରରେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟାର ଅଭିଯୋଗ ଆଣିଲେ ପରିବାର
ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ସୁନ୍ଦରପୁର ଗ୍ରାମରେ ନବବଧୂ ପ୍ରିୟଦର୍ଶିନୀଙ୍କ ମୃତ୍ୟୁ। ଶାରୀରିକ ନିର୍ଯାତନା ଓ ବିଷ ଦେଇ ହତ୍ୟା କରାଯାଇଥିବା ନେଇ ମା' ସାବିତ୍ରୀ ପଳେଇ ଥାନାରେ ଅଭିଯୋଗ କରିଛନ୍ତି। ୭ ମାସ ତଳେ ହୋଇଥିଲା ବାହାଘର।