ଜଗତସିଂହପୁର: ଜଗତସିଂହପୁରରେ ପାଳିତ ହେଲା ଦୁର୍ନୀତି ନିବାରଣ ସପ୍ତାହ, ସଚେତନତା ଶୋଭାଯାତ୍ରାରେ ସାମିଲ ହେଲେ ଛାତ୍ର
ଜଗତସିଂହପୁର ଶ୍ରୀକୃଷ୍ଣ ଏକାଡେମୀଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ଓ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ବହୁ ଅଧିକାରୀ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।