Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
राजनीति
मौत
बीजेपी
भाजपा
विधायक
Congress
Accident
Modi
Delhi
Viral
राजस्थान
Odisha
अमित_शाह
Bollywood
दिल्ली
Breakingnews
Narendramodi
Madhya_pradesh
Pmmodi
Kerala
Rahulgandhi
स्कूल

ସୋର: ବଗଦା ଗ୍ରାମରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା, ସାଇଣ୍ଟିଫିକ ଟିମ ଏବଂ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ବ୍ୟବଛେଦ କଲା ସୋର ପୁଲିସ

Soro, Balasore | Dec 15, 2025
ସୋର ବ୍ଲକ କେଶରୀପୁର ପଞ୍ଚାୟତ ବଗଦା ଗ୍ରାମରେ ଜଣେ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଯାଇଥିବା ବେଳେ ମହିଳାଙ୍କ ବାପା ଘର ଲୋକେ ହତ୍ୟା ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜ୍ଜୁ କରି ସାଇଣ୍ଟିଫିକ ଟିମ ସହ ଡାକ୍ତରଖାନାରେ ପହଞ୍ଚି ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।ସୂଚନା ଅନୁସାରେ ଏହି ଗ୍ରାମର ବିକାଶ ମଳିକ ପିଞ୍ଛାବଣିଆ ଗ୍ରାମର ଏକାଦଶୀ ମଳିକଙ୍କ ଝିଅ ଜୟନ୍ତୀ ମଳିକଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ଗତକାଲି ମଧ୍ୟାହ୍ନରେ ଜୟନ୍ତୀ ଆତ୍ମହତ୍ୟା କରିଥିବା କଥା ଶ୍ଵଶୁର ଘର ଲୋକେ ଜୟନ୍ତୀଙ୍କ ବାପା ଘର ଲୋକଙ୍କୁ ଖବର ଦେଇଥିଲେ।
ସୋର: ବଗଦା ଗ୍ରାମରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା, ସାଇଣ୍ଟିଫିକ ଟିମ ଏବଂ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ବ୍ୟବଛେଦ କଲା ସୋର ପୁଲିସ - Soro News