Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Accident
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Mp
उत्तरप्रदेश
Pmmodi
Rahulgandhi
यूपी
Uttarpradesh
Haryana
Cricket

#ପୂର୍ବତନ_ପ୍ରଧାନ_ଶିକ୍ଷୟିତ୍ରୀ_ଙ୍କୁ_ନେଇ_ଶମ୍ଭୁନାଥ_ସରକାରୀ_ହାଇ_ସ୍କୁଲ_ତାଲା_ପଡ଼ିବା_ଘଟଣା: #ଉପଜିଲ୍ଲାପାଳ_ଙ୍କ_ତଦନ୍ତ_ର୍ନିଦେଶ #ଜିଲ୍ଲା_ଓ_ବ୍ଲକ_ଶିକ୍ଷା_ଅଧିକାରୀ_ଙ୍କ_ତଦନ୍ତ #ବସ୍ତା_ଗୋଷ୍ଠୀଶିକ୍ଷ_ଅଧିକାରୀଙ୍କୁ_ପ୍ରଧାନ_ଶିକ୍ଷକ_ଦାୟିତ୍ବ #କ୍ୱିଣ୍ଟାଲ_କ୍ୱିଣ୍ଟାଲ_ଚାଉଳ_ରେ_ପୋକୋ_ସାଲୁ_ବାଲୁ_ଦେଖି_ଶିକ୍ଷା_ଅଧିକାରୀ_ତାଯୁବ #ସ୍କୁଲ_ଆଲମିରା_ଜରୁରୀ_ଫାଇଲ_ଗାୟବ #ବ୍ଲକ_ଶିକ୍ଷା_ଅଧିକାରୀ_ଙ୍କୁ_ପ୍ରଧାନ_ଶିକ୍ଷକ_ଦାୟିତ୍ୱ #୧୮_ରୁ_ଖୋଲିବ_ସ୍କୁଲ: #ଆଦେଶ_ବାତିଲ_ନ_କଲେ_ଆନ୍ଦୋଳନ_ଚେତାବନୀ_ସ୍ଥଗିତ #mahimatv #BASTA #deobalasore #beobasta #balasore CMO Odisha Naveen Patnaik Goutambuddha Das Debasis Kar Rajesh Behera Ipshitaa Sahoo

Basta, Balasore | Jun 17, 2026

MORE NEWS

ଦୁଇଟି ବନ୍ଧୁକ ସମେତ 10 ଟି ଅଫୁଟା ଗୁଳି, ଗୋଟିଏ କାର ଜବଦ, 3 ଡକାୟତ ଗିରଫ, କଟୁରୀ, ଶାବଳ, ଛୂରୀ ସମେତ ବିଭିନ୍ନ ମାରଣାସ୍ତ୍ର ଜବଦ । ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ବସ୍ତା- ବାଲିଆପାଳ ମୁଖ୍ଯ ରାସ୍ତା ର ପୁଟୁରା ଛକ ରେ ଚଢଉ କରି ଜବଦ କରିଛି ପୋଲିସ, ବିଳମ୍ବିତ ରାତିରେ ଏକ କାରରେ 5 ଜଣ ଯାଉଥିବା ବେଳେ ସିଂଲା ପୋଲିସ ସେମାନଙ୍କ ପିଛା କରି ଅଚାନକ ଚଢଉ କରିଥିଲା । ଘଟଣା ସ୍ଥଳରୁ 2 ଜଣ ଚମ୍ପଟ ମାରିଥିବା ବେଳେ ଦୁଇ ନାବାଳକ ସମେତ 3 ଜଣକୁ ଗିରଫ କରିଛି ପୋଲିସ,କାର ଭିତରୁ ଦୁଇଟି ଗୁଳି ଭର୍ତ୍ତି ବନ୍ଧୁକ ସମେତ ବିଭିନ୍ନ ମାରଣାସ୍ତ୍ର ଜବଦ ହୋଇଥିବା ବେଳେ ଗିରଫ ସମସ୍ତଙ୍କ ଘର ପଶ୍ଚିମବଙ୍ଗ ଅଞ୍ଚଳ ର ବୋଲି ସିଂଲା ଥାନା ପରିସର ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ବସ୍ତା ଏସଡିପିଓ ସମର୍ଥ ବେହେରା
CMO Odisha Surajtv Surajtv Odia @SP Balasore

ଦୁଇଟି ବନ୍ଧୁକ ସମେତ 10 ଟି ଅଫୁଟା ଗୁଳି, ଗୋଟିଏ କାର ଜବଦ, 3 ଡକାୟତ ଗିରଫ, କଟୁରୀ, ଶାବଳ, ଛୂରୀ ସମେତ ବିଭିନ୍ନ ମାରଣାସ୍ତ୍ର ଜବଦ । ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ବସ୍ତା- ବାଲିଆପାଳ ମୁଖ୍ଯ ରାସ୍ତା ର ପୁଟୁରା ଛକ ରେ ଚଢଉ କରି ଜବଦ କରିଛି ପୋଲିସ, ବିଳମ୍ବିତ ରାତିରେ ଏକ କାରରେ 5 ଜଣ ଯାଉଥିବା ବେଳେ ସିଂଲା ପୋଲିସ ସେମାନଙ୍କ ପିଛା କରି ଅଚାନକ ଚଢଉ କରିଥିଲା । ଘଟଣା ସ୍ଥଳରୁ 2 ଜଣ ଚମ୍ପଟ ମାରିଥିବା ବେଳେ ଦୁଇ ନାବାଳକ ସମେତ 3 ଜଣକୁ ଗିରଫ କରିଛି ପୋଲିସ,କାର ଭିତରୁ ଦୁଇଟି ଗୁଳି ଭର୍ତ୍ତି ବନ୍ଧୁକ ସମେତ ବିଭିନ୍ନ ମାରଣାସ୍ତ୍ର ଜବଦ ହୋଇଥିବା ବେଳେ ଗିରଫ ସମସ୍ତଙ୍କ ଘର ପଶ୍ଚିମବଙ୍ଗ ଅଞ୍ଚଳ ର ବୋଲି ସିଂଲା ଥାନା ପରିସର ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ବସ୍ତା ଏସଡିପିଓ ସମର୍ଥ ବେହେରା CMO Odisha Surajtv Surajtv Odia @SP Balasore

Basta, Balasore | Jun 25, 2026

ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଗୁଡିଖାଳ ପିଏମଶ୍ରୀ ବନ ବିହାରୀ ଲାଲ ସରକାରୀ ବିଦ୍ୟାଳୟ ରେ 46 ତମ ପ୍ରତିଷ୍ଠା ଦିବସ ଓ ସମ୍ବର୍ଦ୍ଧନା ଉତ୍ସବ 
Surajtv Surajtv Odia PMO India Pratap Chandra Sarangi #beobasta #deobalasore #godikhal #balasore

ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଗୁଡିଖାଳ ପିଏମଶ୍ରୀ ବନ ବିହାରୀ ଲାଲ ସରକାରୀ ବିଦ୍ୟାଳୟ ରେ 46 ତମ ପ୍ରତିଷ୍ଠା ଦିବସ ଓ ସମ୍ବର୍ଦ୍ଧନା ଉତ୍ସବ Surajtv Surajtv Odia PMO India Pratap Chandra Sarangi #beobasta #deobalasore #godikhal #balasore

Basta, Balasore | Jun 25, 2026