Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Jharkhand
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी

ଦୀର୍ଘ ବର୍ଷ ଧରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବାରେ ନିଜକୁ ସମର୍ପିତ କରିଥିବା ବରିଷ୍ଠ ପ୍ରଧାନ ଶିକ୍ଷକ ବିପିନୀ ବିହାରି ମଲ୍ଲିକ ସହକାରୀ ଶିକ୍ଷକ ଗୋବର୍ଦ୍ଧନ ରାଉତ, ଅମର କୁମାର ମିଶ୍ର ଆଜି ସରକାରୀ ଚାକିରିରୁ ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ କୁନ୍ତଳା କୁମାରୀ ଉଚ୍ଚ ବିଦ୍ୟାପୀଠ ପରିସରରେ ଏକ ସମ୍ବର୍ଦ୍ଧନା ଓ ବିଦାୟକାଳୀନ ସଭାର ଆୟୋଜନ କରାଯାଇଥିଲା l #କୋରେଇ #ଶିକ୍ଷକ #ଅବସର #ଅବସରକାଳୀନସଭା #ବିଦାୟସମ୍ବର୍ଦ୍ଧନା #ଶିକ୍ଷା #ଜାଜପୁର #ଓଡ଼ିଶା #TeacherRetirement #Farewell #RetirementCeremony #Education #Jajpur #Korei #Odisha #News7Odia #BreakingNews #OdiaNews #ViralNews

Korai, Jajpur | Jul 12, 2026

MORE NEWS

ଦୀର୍ଘ ବର୍ଷ ଧରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବାରେ ନିଜକୁ ସମର୍ପିତ କରିଥିବା ବରିଷ୍ଠ ପ୍ରଧାନ ଶିକ୍ଷକ ବିପିନୀ ବିହାରି ମଲ୍ଲିକ ସହକାରୀ ଶିକ୍ଷକ ଗୋବର୍ଦ୍ଧନ ରାଉତ, ଅମର କୁମାର ମିଶ୍ର ଆଜି ସରକାରୀ ଚାକିରିରୁ ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ କୁନ୍ତଳା କୁମାରୀ ଉଚ୍ଚ ବିଦ୍ୟାପୀଠ ପରିସରରେ ଏକ ସମ୍ବର୍ଦ୍ଧନା ଓ ବିଦାୟକାଳୀନ ସଭାର ଆୟୋଜନ କରାଯାଇଥିଲା l #କୋରେଇ #ଶିକ୍ଷକ #ଅବସର #ଅବସରକାଳୀନସଭା #ବିଦାୟସମ୍ବର୍ଦ୍ଧନା #ଶିକ୍ଷା #ଜାଜପୁର #ଓଡ଼ିଶା #TeacherRetirement #Farewell #RetirementCeremony #Education #Jajpur #Korei #Odisha #News7Odia #BreakingNews #OdiaNews #ViralNews - Korai News