Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
राजनीति
मौत
बीजेपी
भाजपा
विधायक
Congress
Accident
Modi
Delhi
Viral
राजस्थान
Odisha
अमित_शाह
Bollywood
दिल्ली
Breakingnews
Narendramodi
Madhya_pradesh
Pmmodi
Kerala
Rahulgandhi
स्कूल

କୋଟପାଡ: ରାମଗିରି ମଣ୍ଡିରୁ ଚାଷୀଙ୍କ ଧାନ ଉଠୁନି,କିନ୍ତୁ ବେପାରୀଙ୍କ ଧାନ ଉଠିଛି, ଯାହାକୁ ନେଇ ତାଲା ଦେଇ ପ୍ରତିବାଦ କରିଛନ୍ତି ଚାଷୀ

Kotpad, Koraput | Jan 13, 2026
ଚାଷୀଙ୍କୁ ପିଛା ଛାଡ଼ୁନି ମଣ୍ଡି ଟେନସନ l ମଣ୍ଡିରୁ ଚାଷୀଙ୍କ ଧାନ ଉଠୁନି,  କିନ୍ତୁ ବେପାରୀଙ୍କ ଧାନ ଉଠିଛି, ଯାହାକୁ ନେଇ ପ୍ରତିବାଦ କରିଛନ୍ତି ଚାଷୀ l ଆଜି ଅପରାହ୍ନ ୩ ଟା ରେ ବୈପାରୀଗୁଡା ବ୍ଲକ ରାମଗିରି ମଣ୍ଡି ମୁଖ୍ୟ ଗେଟ ଆଗରେ ତାଲା ଦେଲେ ଧାନ ଗାଡିଙ୍କୁ ଅଟକ ରଖିଛନ୍ତି ଚାଷୀ l ଗତ ପାଞ୍ଚ ଦିନ ଧରି ରାମଗିରି ମଣ୍ଡିରେ ଅଖପାଖ ପାଞ୍ଚ ଖଣ୍ଡ ପଂଚାୟତର ଚାଷୀଙ୍କ ଧାନ ମଣ୍ଡିରେ ରାଖାଯାଇଛି l ଦିନ ରାତି ଶୀତ କାକରେ ଜଗି ବସିଛନ୍ତି ଚାଷୀ l
କୋଟପାଡ: ରାମଗିରି ମଣ୍ଡିରୁ ଚାଷୀଙ୍କ ଧାନ ଉଠୁନି,କିନ୍ତୁ ବେପାରୀଙ୍କ ଧାନ ଉଠିଛି, ଯାହାକୁ ନେଇ ତାଲା ଦେଇ ପ୍ରତିବାଦ କରିଛନ୍ତି ଚାଷୀ - Kotpad News