Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Accident
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Mp
उत्तरप्रदेश
Pmmodi
Rahulgandhi
यूपी
Uttarpradesh
Haryana
Cricket

ବରଗଡ: ବିଦ୍ୟୁତ ବିଭାଗ ପକ୍ଷରୁ ହାଟପଦା ଓ ଅନ୍ୟାନ୍ୟ ସ୍ଥାନରେ ବିଦ୍ୟୁତ ସେବା ବନ୍ଦ ନେଇ ଜରୁରୀ ସୂଚନା ପ୍ରଦାନ କରାଗଲା

ବରଗଡ଼ ସହରର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ କାଟ ହୋଇଥିବା ବେଳେ ଅପରାହ୍ନ ୨ ଘଣ୍ଟା ସମୟରେ ବିଦ୍ୟୁତ ସଂଯୋଗ କରାଯିବ ବୋଲି ଶୁକ୍ରବାର ସକାଳ 9 ଘଣ୍ଟା ସମୟରେ ସୂଚନା ଦିଆଯାଇଛି | ସହରର ବିଦ୍ୟୁତ କାର୍ଯ୍ୟ ପାଇଁ ବିଦ୍ୟୁତ କାଟ କରାଯାଇଥିବା ବେଳେ ବରଗଡ଼ ସହରର ବିଭିନ୍ନ ଅଞ୍ଚଲରେ ବିଦ୍ୟୁତ କାଟ ହୋଇଛି | ହାଟପଦା ଏରିଆ, phd ପଡା, uma ଟକିଜ, ମନାବନ୍ଧ, ମାଝଲି ବନ୍ଧ, ପାଚେରୀଘାଟ ଏରିଆ, ଫାଣ୍ଡି ଏରିଆ, ରଙ୍ଘଘର ପଡା ଏରିଆ, କଲେଜ ରୋଡ଼, ରାଧା କ୍ରିଷ୍ନା ମନ୍ଦିର, ସ ମିଲ, ପଂଚାୟତ କଲେଜ, ବିଦ୍ୟାସାଗର ସ୍କୁଲ ଏରିଆ, ରୁହୁନିଆ,ରୁହୁନିଆ ଟିକ୍ରା, ଦାସ ପଡା, ନାୟକ ପଡା ଏରିଆ ପ୍ରଭାବିତ
ବରଗଡ: ବିଦ୍ୟୁତ ବିଭାଗ ପକ୍ଷରୁ ହାଟପଦା ଓ ଅନ୍ୟାନ୍ୟ ସ୍ଥାନରେ ବିଦ୍ୟୁତ ସେବା ବନ୍ଦ ନେଇ ଜରୁରୀ ସୂଚନା ପ୍ରଦାନ କରାଗଲା - Bargarh News