SMS News Bureau Rourkela
ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରୀୟ ମହାସଭା ଇସ୍ପାତ ନଗର କମିଟି ର ଖଡ୍ଡଗ ଶୋଭାଯାତ୍ରା।
ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରୀୟ ମହାସଭା ରାଉରକେଲା ଇସ୍ପାତ ନଗର କମିଟି ପକ୍ଷରୁ ଆୟୋଜିତ ଶୋଭାଯାତ୍ରା। ଏଥିରେ ପୂର୍ବତନ ମନ୍ତ୍ରୀ ତଥା ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରାଉରକେଲା ର ବିଶିଷ୍ଟ ସମାଜସେବୀ ତଥା ବରିଷ୍ଠ ନେତୃବୃନ୍ଦ ମଧ୍ୟରେ ହରିହର ରାଉତରାୟ, ସୁଧିର ସୁନ୍ଦର ରାୟ, ସୁରେନ୍ଦ୍ର ରାଉତ, ବଂଶିଧର ପରିଡା,ପ୍ରଦୀପ ଦାସ, ଜୟନ୍ତୀ ଦାସ, ଲୀନା ନାୟକ, ଜ୍ୟୋସ୍ନା ନାୟକ, ପ୍ରତିଭା ପ୍ରିୟଦର୍ଶିନୀ ଙ୍କ ସମେତ ବହୁ ସଂଖ୍ୟା ରେ ମହିଳା ଓ କ୍ଷତ୍ରୀୟ ମହାସଭା ର ସଦସ୍ୟମାନେ ସାମିଲ ହୋଇଥିଲେ।