ଏରସମାକୁ ବାତ୍ୟା ଆଶଙ୍କା। ରାତି ଅଧରେ ଏରସମାରେ ପହଞ୍ଚିଲେ ଜଗତସିଂହପୁର ଜିଲ୍ଲା ପାଇଁ ନିଯୁକ୍ତ ସ୍ବତନ୍ତ୍ର ନୋଡାଲ ଅଫିସର ଯାମିନୀ ଷଡ଼ଙ୍ଗୀ, ଜିଲ୍ଲାପାଳ ଜେ ସୋନାଲ ଏବଂ ପାରାଦୀପ ଏଡିଏମ୍ ନିରଞ୍ଜନ ବେହେରା। #apnodia #Jagatsingpur #follower #cyclone #CycloneAlert