ଛେଣ୍ଡିପଦା ସ୍ଥିତ ମେଲଣ ପଡ଼ିଆ ତଥା ଜଗନ୍ନାଥ ମନ୍ଦିର ସମ୍ମୁଖ ପଡ଼ିଆ ଠାରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ lଏହି ମେଳା ମାଧ୍ୟମରେ ମତ୍ସ୍ୟଚାଷ ଓ ପଶୁପାଳନ କ୍ଷେତ୍ରରେ ଚାଷୀ ତଥା ଉଦ୍ୟୋଗୀମାନଙ୍କୁ ନୂତନ ଜ୍ଞାନ, ଉତ୍ସାହ ଓ ପ୍ରୋତ୍ସାହନ ମିଳିବା ସହ ଆତ୍ମନିର୍ଭରତାର ନୂତନ ଦିଗ ଉନ୍ମୋଚିତ ହେବ l#cpdnews # anugol #angola
Anugul, Angul | Nov 14, 2026