ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକର ବିଭିନ୍ନ ଅଞ୍ଚଳରେ ଓଡ଼ିଶା ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ବ୍ଲକ କଂଗ୍ରେସ ପକ୍ଷରୁ ପିକେଟିଂ କରି ଦୋକାନ, ବଜାର, ବ୍ୟାଙ୍କ ସହ ସରକାରୀ କାର୍ଯ୍ୟାଳୟକୁ ବନ୍ଦ କରାଯାଇଛି #OdishaBandh #Chhendipada #Angul #OdishaNews #CongressProtest #ChhendipadaNews #AngulNews #OdishaBandhImpact #OdishaPoltics