ଆର୍.ଉଦୟଗିରି ଥାନା ଦୁମୁକୁଳି ଗ୍ରାମରେ ପୁଲିସ ଚଢ଼ଉ କରି ୭୨୨ କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଏହି ମାମଲାରେ ଯକ୍ଷ ମଣ୍ଡଳ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।