Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
मौत
Accident
Congress
Modi
Delhi
Viral
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana
adarshnewslive
ସମାଜ ପକ୍ଷରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ #Utkalmani #GopabandhuDas #ShraddhaDiwas #Tribute #RememberingGopabandhu #Samaja #Odisha #Odia #SocialReformer #LegendOfOdisha #Inspiration #AdarshNewsLive
Malkangiri, Malkangiri
| Jul 14, 2026
#utkalmani
#gopabandhudas
#shraddhadiwas
#tribute
#rememberinggopabandhu
#samaja
#odisha
#odia
#socialreformer
#legendofodisha
#inspiration
#adarshnewslive
MORE NEWS
୫୦୩ କେଜି ଗଞ୍ଜେଇ ସହ ଦୁଇ ଅନ୍ତର୍ରାଜ୍ୟ ଚୋରା ଚାଲାଣକାରୀ ଗିରଫ
Malkangiri, Malkangiri | Jul 14, 2026
ଉତ୍କଳମଣିଙ୍କ ଶ୍ରାଦ୍ଧ ଦିବସରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ! ପଣ୍ଡିତ ଗୋପବନ୍ଧୁ ଦାସଙ୍କ ତ୍ୟାଗ ଓ ସେବା ଆମ ସମସ୍ତଙ୍କ ପାଇଁ ସଦାସର୍ବଦା ପ୍ରେରଣାର ଉତ୍ସ। ଆଜି ତାଙ୍କ ଶ୍ରାଦ୍ଧ ଦିବସ ଅବସରରେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ବଳଭଦ୍ର ମାଝୀ, ଜିଲ୍ଲାର ଶିକ୍ଷକ, ବୁଦ୍ଧିଜୀବୀ, ସାମ୍ବାଦିକ ଏବଂ ଛାତ୍ରଛାତ୍ରୀମାନଙ୍କ ଗହଣରେ ଏହି ମହାନ ଜନନାୟକଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। #GopabandhuDas #Utkalamani #Odisha #Tribute #Respect #Malkangiri
Malkangiri, Malkangiri | Jul 14, 2026
ମାଲକାନଗିରିରେ ବିଜେଡିର ବିକ୍ଷୋଭ: ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି! ପାଠ୍ୟ ପୁସ୍ତକରେ ଥିବା ସାଙ୍ଘାତିକ ତ୍ରୁଟିକୁ ବିରୋଧ କରି ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୁ ଜନତା ଦଳ ପକ୍ଷରୁ ବିଶାଳ ବିକ୍ଷୋଭ। 'ଶିକ୍ଷା ବଞ୍ଚାଅ ଆନ୍ଦୋଳନ' ଜରିଆରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ତୁରନ୍ତ ଇସ୍ତଫା ଦାବି କଲା ଦଳ। #Malkangiri #BJDProtest #SaveEducation #OdishaNews #DailyMalkangiri
Malkangiri, Malkangiri | Jul 13, 2026
ମାଲକାନଗିରି: ଜିଲ୍ଲାରେ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘର ଜିଲ୍ଲାସ୍ତରୀୟ ସାଂଘିକ ନିର୍ବାଚନ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନାର ସହ ସମ୍ପନ୍ନ ହୋଇଯାଇଛି। ସ୍ଥାନୀୟ ମାଲ୍ୟବନ୍ତ ଛାତ୍ରାବାସ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଶତାଧିକ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସାମିଲ ହୋଇଥିଲେ। #MalkangiriNews
Malkangiri, Malkangiri | Jul 13, 2026