Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
मौत
Accident
Congress
Modi
Delhi
Viral
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

ମାଲକାନଗିରି: ଜିଲ୍ଲାରେ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘର ଜିଲ୍ଲାସ୍ତରୀୟ ସାଂଘିକ ନିର୍ବାଚନ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନାର ସହ ସମ୍ପନ୍ନ ହୋଇଯାଇଛି। ସ୍ଥାନୀୟ ମାଲ୍ୟବନ୍ତ ଛାତ୍ରାବାସ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଶତାଧିକ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସାମିଲ ହୋଇଥିଲେ। #MalkangiriNews

Malkangiri, Malkangiri | Jul 13, 2026

MORE NEWS

ଉତ୍କଳମଣିଙ୍କ ଶ୍ରାଦ୍ଧ ଦିବସରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି !
​ପଣ୍ଡିତ ଗୋପବନ୍ଧୁ ଦାସଙ୍କ ତ୍ୟାଗ ଓ ସେବା ଆମ ସମସ୍ତଙ୍କ ପାଇଁ ସଦାସର୍ବଦା ପ୍ରେରଣାର ଉତ୍ସ। ଆଜି ତାଙ୍କ ଶ୍ରାଦ୍ଧ ଦିବସ ଅବସରରେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ବଳଭଦ୍ର ମାଝୀ, ଜିଲ୍ଲାର ଶିକ୍ଷକ, ବୁଦ୍ଧିଜୀବୀ, ସାମ୍ବାଦିକ ଏବଂ ଛାତ୍ରଛାତ୍ରୀମାନଙ୍କ ଗହଣରେ ଏହି ମହାନ ଜନନାୟକଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।

​#GopabandhuDas #Utkalamani #Odisha #Tribute #Respect #Malkangiri

ଉତ୍କଳମଣିଙ୍କ ଶ୍ରାଦ୍ଧ ଦିବସରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ! ​ପଣ୍ଡିତ ଗୋପବନ୍ଧୁ ଦାସଙ୍କ ତ୍ୟାଗ ଓ ସେବା ଆମ ସମସ୍ତଙ୍କ ପାଇଁ ସଦାସର୍ବଦା ପ୍ରେରଣାର ଉତ୍ସ। ଆଜି ତାଙ୍କ ଶ୍ରାଦ୍ଧ ଦିବସ ଅବସରରେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ବଳଭଦ୍ର ମାଝୀ, ଜିଲ୍ଲାର ଶିକ୍ଷକ, ବୁଦ୍ଧିଜୀବୀ, ସାମ୍ବାଦିକ ଏବଂ ଛାତ୍ରଛାତ୍ରୀମାନଙ୍କ ଗହଣରେ ଏହି ମହାନ ଜନନାୟକଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ​#GopabandhuDas #Utkalamani #Odisha #Tribute #Respect #Malkangiri

Malkangiri, Malkangiri | Jul 14, 2026

ମାଲକାନଗିରିରେ ବିଜେଡିର ବିକ୍ଷୋଭ: ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି! 
​ପାଠ୍ୟ ପୁସ୍ତକରେ ଥିବା ସାଙ୍ଘାତିକ ତ୍ରୁଟିକୁ ବିରୋଧ କରି ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୁ ଜନତା ଦଳ ପକ୍ଷରୁ ବିଶାଳ ବିକ୍ଷୋଭ। 'ଶିକ୍ଷା ବଞ୍ଚାଅ ଆନ୍ଦୋଳନ' ଜରିଆରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ତୁରନ୍ତ ଇସ୍ତଫା ଦାବି କଲା ଦଳ।

​#Malkangiri #BJDProtest #SaveEducation #OdishaNews #DailyMalkangiri

ମାଲକାନଗିରିରେ ବିଜେଡିର ବିକ୍ଷୋଭ: ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି! ​ପାଠ୍ୟ ପୁସ୍ତକରେ ଥିବା ସାଙ୍ଘାତିକ ତ୍ରୁଟିକୁ ବିରୋଧ କରି ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୁ ଜନତା ଦଳ ପକ୍ଷରୁ ବିଶାଳ ବିକ୍ଷୋଭ। 'ଶିକ୍ଷା ବଞ୍ଚାଅ ଆନ୍ଦୋଳନ' ଜରିଆରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ତୁରନ୍ତ ଇସ୍ତଫା ଦାବି କଲା ଦଳ। ​#Malkangiri #BJDProtest #SaveEducation #OdishaNews #DailyMalkangiri

Malkangiri, Malkangiri | Jul 13, 2026

ପାଠ୍ୟପୁସ୍ତକରେ 'ନିମଡା ନିମଡା' ଗୀତ, କୌତୁହଳରେ ଗାଇଲେ ବିଜେଡି କର୍ମୀ
#BJD #OdishaPolitics  #SchoolTextbook #OdiaNews #Odisha #PoliticalNews #AdarshNewsLive

ପାଠ୍ୟପୁସ୍ତକରେ 'ନିମଡା ନିମଡା' ଗୀତ, କୌତୁହଳରେ ଗାଇଲେ ବିଜେଡି କର୍ମୀ #BJD #OdishaPolitics #SchoolTextbook #OdiaNews #Odisha #PoliticalNews #AdarshNewsLive

Malkangiri, Malkangiri | Jul 13, 2026