Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Jharkhand
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी

ସିମୁଳିଆ: ଶାରୀଶୁଆ ପାହାଡ଼ ରେ ତହସିଲଦାର ପକ୍ଷରୁ 163ଲାଗୁ

Similia, Balasore | Dec 16, 2025
ଶାରିଶୁଆ ପାହାଡ଼ ରେ ୧୬୩ ଧାରାଲାଗୁ କଲେ ତହସିଲଦାର l ଖଇରା ତହସିଲ ଶାରିଶୁଆ ପାହାଡ଼ରୁ ବେଆଇନ ବିସ୍ପୋରଣ ଓ ଖନନ ରୋକିବାକୁ ପ୍ରଶାସନ ତତ୍ପର ଘୋଷଣା ହେଲା ନିଷିଦ୍ଧା ଅଞ୍ଚଳ। ଆଜି ଠାରୁ ଲାଗୁ ହେଲା ଧାରା ୧୬୩ । ଏହି ଶାରିଶୁଆ ପାହାଡର ବେଆଇନ ଭାବେ ପାହାଡ଼ ବ୍ଳାଷ୍ଟି କରି ଲୁଟ କରିବା ନେଇ ପ୍ରଶାସନ ପାଖରେ ଅଭିଯୋଗ ହୋଇଥିଲା।ଖଣି ଚୋରି ରୋକିବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ସୂରପ ଅନିର୍ଦିଷ୍ଟ କାଳ ପଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବା ନେଇ ଘୋଷଣା କରିଛି ପ୍ରଶାସନ।ଦୁଇଟି ସ୍ଥାନରେ ପୋଲିସ ପୋଷ୍ଟ ସହିତ ବିଭିନ୍ନ ସ୍ଥାନରେ ସିସି କ୍ୟାମେରା ଲଗାଯିବା ନେଇ ସୂଚନା ଦେଇଥିଲେ l