🚨🌀 ବାତ୍ୟାକୁ ନେଇ ବଡ଼ ଅପଡେଟ୍! ଆଜି ରାତିରୁ ବଢିବ ବର୍ଷା-ପବନ!
🌧️ ଗଞ୍ଜାମ ପାଇଁ ବଢୁଛି ଚିନ୍ତା!
💨 ୪୫–୮୦ କିମି ବେଗରେ ପବନର ସମ୍ଭାବନା
🌊 ସମୁଦ୍ର ହେବ ଅଶାନ୍ତ
🚨 ୨୩ ରାତିରୁ ୨୪ ସକାଳ ମଧ୍ୟରେ ସ୍ଥଳଭାଗ ଛୁଇଁବାର ଆକଳନ
📢 ଗଞ୍ଜାମରେ ପ୍ରଶାସନ ସଜାଗ। ମତ୍ସ୍ୟଜୀବୀ ଓ ସମୁଦ୍ରକୂଳ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ।
👉 ଆପଣଙ୍କ ଅଞ୍ଚଳରେ ପାଗ କେମିତି ଅଛି? କମେଣ୍ଟରେ ଜଣାନ୍ତୁ।
📲 ତାଜା ଅପଡେଟ୍ ପାଇଁ RCN ODIAକୁ Follow କରନ୍ତୁ।
#CycloneAlert #OdishaWeather #Ganjam #OdishaNews #WeatherUpdate #HeavyRain #CycloneOdisha #RCNOdia #BreakingNews
Bhadrak Rural, Bhadrak | Sep 22, 2026