ବଲାଙ୍ଗୀର: ବଲାଙ୍ଗୀରରେ ଅନୁଷ୍ଠିତ ହେଲା ‘ତେଜସ୍’ କାର୍ଯ୍ୟଶାଳା, ଯୋଗ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ
ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ଅନୁଷ୍ଠିତ ହୋଇଛି ଜିଲ୍ଲାସ୍ତରୀୟ ଉଦ୍ୟୋଗୀ ସଚେତନତା କାର୍ଯ୍ୟଶାଳା 'ତେଜସ୍'। ଏଥିରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଳିଙ୍ଗ ଯୋଗ ଦେଇ ଯୁବ ଉଦ୍ୟୋଗୀଙ୍କୁ ଉତ୍ସାହିତ କରିଛନ୍ତି।