ଭୁବନେଶ୍ୱର: ଭାରତର ପୂର୍ବତନ ରାଷ୍ଟ୍ରପତି କେ. ଆର. ନାରାୟଣନଙ୍କ ଜୟନ୍ତୀ
Bhubaneswar, Khordha | Oct 27, 2026
ଭାରତର ଦଶମ ରାଷ୍ଟ୍ରପତି ସ୍ବର୍ଗତ କେ. ଆର. ନାରାୟଣନଙ୍କ ଜୟନ୍ତୀ ଅବସରରେ ତାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି। ତାଙ୍କର ନିଷ୍ଠା, ପାଣ୍ଡିତ୍ୟ ଓ ସମ୍ବିଧାନିକ ମୂଲ୍ୟବୋଧ ଆଜି ମଧ୍ୟ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ।