ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ସେମିଲିପଦର ପଂଚାୟତ ଲୋକାପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିର୍ତ୍ତିପ୍ରସ୍ତର ସ୍ଥାପନ ଅନୁଷ୍ଠିତ ହୋଇଛି l ସମଗ୍ର ରାଜ୍ୟରେ ୧୧୮ଟି ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିର୍ତ୍ତିପ୍ରସ୍ତର ସ୍ଥାପନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କ କରକମଳ ହେବାକୁ ଥିବା ବେଳେ ବୌଦ୍ଧ ଜିଲ୍ଳାର ୨ଟି ବିଦ୍ୟାଳୟ ସ୍ଥାନ ପାଇଛି ସେ ମଧ୍ୟରୁ କଣ୍ଟାମାଲ ବ୍ଲକ ଲୋକାପଡା ବିଦ୍ୟାଳୟ ମଧ୍ୟ ସ୍ଥାନ ପାଇଛି l ଏହି ଅବସରରେ କଣ୍ଟାମାଲ ବିଧାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ନିଜ ଅଂଚଳ ର ଲୋକାପଡା ବିଦ୍ୟାଳୟ