ମାକଲପୁର ମହାବୀର ମନ୍ଦିରରେ ବୀରାଷ୍ଟମୀ ଆଖଡ଼ା ଖେଳ, ଯୋଗଦେଲେ ବିଧାୟକ
Baleshwar, Balasore | Oct 19, 2026
ବୀରାଷ୍ଟମୀ ଅବସରରେ ମାକଲପୁର ମହାବୀର ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ହୋଇଛି ଆଖଡ଼ା ଖେଳ। ଏଥିରେ ବିଭିନ୍ନ ଗ୍ରାମର ଦଳ ଅଂଶଗ୍ରହଣ କରିଥିବା ବେଳେ ସଦର ବିଧାୟକ ମାନସ କୁମାର ଦତ୍ତ, ଏସପି ପ୍ରତ୍ୟୁଷ ଦିବାକର ଏବଂ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।