Public App Logo
Jansamasya
हादसा
News
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Crime
Jharkhand
Up
Bollywood
दिल्ली
Breakingnews
Nitishkumar
Madhya_pradesh
Mp
Nsui
Madhyapradesh
Pmmodi
Rahulgandhi
Actor
Haryana
Uttarpradesh
Cbse
No video available

ରାଜନଗର: ଡେରାବିଶ: ପଟ୍ଟାମୁଣ୍ଡାଇ ବ୍ଲକ ବଡପଡା ପଂଚାୟତ ର ପୂର୍ବତନ ସମିତିସଭ୍ୟ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ବିଧାୟକ ଧ୍ରୁବ ସାହୁ

Rajnagar, Kendrapara | Jan 25, 2024
ପୂର୍ବତନ ସମିତିସଭ୍ୟ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ବିଧାୟକ ଧ୍ରୁବ ସାହୁ.ସୂଚନା ଯୋଗ୍ୟ ବଡ଼ପଡା ପଂଚାୟତର ପୂର୍ବତନ ସମିତିସଭ୍ୟ ତଥା ବିଜେଡିନେତା କଲ୍ୟାଣ କୁମାର ସ୍ୱାଇଁ ଙ୍କର ହୃଦଘାତ ଯୋଗୁ ଆକସ୍ମିକ ବିୟୋଗ ଘଟିଥିଲା । ଯେଉଁଥିରେ ତାଙ୍କ ପରିବାର ସହ ସମଗ୍ର ପଂଚାୟତ ରେ ଶୋକର ଛାୟା ଖେଳି ଯାଇଥିଲା । ତାଙ୍କ ବିୟୋଗ ରେ ବିଜେଡି ଜଣେ ଯୁବ ନେତାଙ୍କୁ ହରାଇଥିଲା. ଆଜି ତାଙ୍କର ଦ୍ୱାଦଶହଃ ଅବସରରେ ମଧ୍ୟାହ୍ନ ରେ ତାଙ୍କ ପୋଖରୀଆପଡା ସ୍ଥିତ ବାସଭବନରେ ପହଂଚି ସ୍ବର୍ଗତ କଲ୍ୟାଣ ସ୍ୱାଇଁ ଙ୍କ ତୈଳ ଚିତ୍ରରେ ପୁଷ୍ପାଞ୍ଜଳି ଦେଇ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ ବିଧାୟକ ଧ୍ରୁବ ସାହୁ ।

MORE NEWS

ରାଜନଗର: ଡେରାବିଶ: ପଟ୍ଟାମୁଣ୍ଡାଇ ବ୍ଲକ ବଡପଡା ପଂଚାୟତ ର ପୂର୍ବତନ ସମିତିସଭ୍ୟ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ବିଧାୟକ ଧ୍ରୁବ ସାହୁ - Rajnagar News