Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

ରାଉରକେଲା ମ୍ୟୁନିସିପାଲଟି: ଏଲ.ପି.ଜି. ଗ୍ୟାସ ସିଲିଣ୍ଡରର ଦର ବଢିବା ବିରୁଦ୍ଧରେ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଏ.ଡି.ଏମ. ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ହୋଇଯାଇଛି

Raurkela M, Sundargarh | Mar 13, 2026
ମାର୍ଚ୍ଚ ୧୩ ତାରିଖ ସକାଳ ୧୧ଟା ୩୦ ମିନିଟ ସମୟରେ ଏ.ଡି.ଏମ. ଅଫିସ ସମ୍ମୁଖରେ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଜିଲ୍ଲା କଂଗ୍ରେସ କମିଟିର ସଭାପତି ସବୀର ହୁସେନ, କଦାଳ ସେଠି, ରଶ୍ମି ରଞ୍ଜନ ପାଢ଼ୀ, ବି. ପଟନାୟକଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲା କଂଗ୍ରେସ କମିଟିର ସଭାପତି ସବୀର ହୁସେନ ବକ୍ତବ୍ୟରେ କହିଲେ, ସମସ୍ତ ଏଲ.ପି.ଜି. ସିଲିଣ୍ଡର ଗ୍ୟାସ ଦର ବଢ଼ିଯିବା ଫଳରେ ଗରିବ ଓ ଗୃହିଣୀ ଲୋକ ମାନେ ଭୀଷଣ ଭାବେ ହଇରାଣର ସମ୍ମୁଖୀନ ହେଉଛନ୍ତି, ଏଣୁ ସରକାର କହୁଛନ୍ତି, ଦେଶରେ ଇନ୍ଧନ ତୈଳ ଓ ଇନ୍ଧନ ଗ୍ୟାସ ବହୁଳ ପରିମାଣରେ ଗଛିତ ଅଛି

MORE NEWS

ରାଉରକେଲା ମ୍ୟୁନିସିପାଲଟି: ଏଲ.ପି.ଜି. ଗ୍ୟାସ ସିଲିଣ୍ଡରର ଦର ବଢିବା ବିରୁଦ୍ଧରେ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଏ.ଡି.ଏମ. ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ହୋଇଯାଇଛି - Raurkela M News