Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

ଛେଣ୍ଡିପଦା: ମିନି ଷ୍ଟାଡିୟମ ଠାରେ ୭୯ତମ ସ୍ବାଧୀନତା ଦିବସ ପାଳିତ

Chhendipada, Angul | Aug 15, 2025
ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ମିନି ଷ୍ଟାଡିଅମ ଠାରେ ଶୁକ୍ରବାର ୮ ଘଟିକା ସମୟରେ ବ୍ଲକ୍ ପ୍ରଶାସନ ପକ୍ଷରୁ ୭୯ତମ ସ୍ବାଧୀନତା ଦିବସ ପାଳନ କରାଯାଇଛି । ଅତିଥି ଭାବେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଯୋଗଦେଇ ପତକା ଉତ୍ତଳନ କରି ଥିବା ବେଳେ ଦେଶ ପ୍ରେମ ବୀରତ୍ବ , ସତ୍ୟ, ନ୍ୟାୟ ଶାନ୍ତି ପ୍ରଗତିର ପ୍ରତୀକ ଏହି ସ୍ବାଧୀନତା ଦିବସ ବୋଲି ଆହ୍ବାନ ଦେଇଥିଲେ ।
ଛେଣ୍ଡିପଦା: ମିନି ଷ୍ଟାଡିୟମ ଠାରେ ୭୯ତମ ସ୍ବାଧୀନତା ଦିବସ ପାଳିତ - Chhendipada News