ଝାରସୁଗୁଡା: ଝାରସୁଗୁଡ଼ାରେ ବେଆଇନ ପାର୍କିଂ ଓ ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କୁ କଠୋର ଚେତାବନୀ
ଝାରସୁଗୁଡ଼ାରେ ବେଆଇନ ପାର୍କିଂ ଓ ଟ୍ରାଫିକ୍ ନିୟମ ମାନୁନଥିବା ଚାଳକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ସଡ଼କ ସୁରକ୍ଷା ସମିତି ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି।