ଏମଏମଡିଆର ବିଲକୁ ଘୋର ବିରୋଧ କରି କୋରାପୁଟ ଜିଲ୍ଲା କଂଗ୍ରେସ ପକ୍ଷରୁ ବିଶାଳ ମଶାଲ ଶୋଭାଯାତ୍ରା କରାଯାଇଛି। କୋରାପୁଟ ସହରସ୍ଥିତ ସିନେମା ହଲ ନିକଟରୁ ମଶାଲ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଉପଜିଲ୍ଲାପାଳଙ୍କ ଛକରେ ପହଞ୍ଚିଥିଲା। ସେଠାରେ କଂଗ୍ରେସ କର୍ମୀମାନେ ଏମଏମଡିଆର ବିଲକୁ ବିରୋଧ କରିବା ସହ ବିଜେପିର କୁଶପୁତ୍ତଳିକା ଦାହ କରିଥିଲେ।
Jeypore, Koraput | Aug 26, 2026