Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews

ସୁକିନ୍ଦା: ବେଠିଆହତା ଗ୍ରାମରେ ବିଷଧର ସାପ ଦଂଶନରେ ଯୁବକ ଗୁରୁତର

Sukinda, Jajpur | Nov 2, 2025
ବେଠିଆହତା ଗ୍ରାମରେ ବିଷଧର ସାପ ଦଂଶନରେ ସ୍ଥାନୀୟ ବାସିନ୍ଦା ଯୁବକ ଗୌରାଙ୍ଗ ମହାନ୍ତ ଗୁରୁତର ହୋଇଯାଇଥିଲେ । ତାଙ୍କୁ ତାଙ୍କର ପରିବାର ବର୍ଗଙ୍କ ସହାୟତାରେ ତୁରନ୍ତ ଉଦ୍ଧାର କରାଯାଇ ସୁକିନ୍ଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ ତାଙ୍କର ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିବା ରବିବାର ରାତି 9 ଘଟିକା ସମୟରେ ଦେଖିବାକୁ ମିଳିଛି ।
ସୁକିନ୍ଦା: ବେଠିଆହତା ଗ୍ରାମରେ ବିଷଧର ସାପ ଦଂଶନରେ ଯୁବକ ଗୁରୁତର - Sukinda News